Luke 16:17 — Compare Translations

7 translations compared side by side

Odia - 1840
"ସ୍ବର୍ଗ ଓ ପୃଥିବୀର ଧ୍ବଂସ ହୁଏତ ସହଜ ରେ ହାଇଯେିବ, ମାତ୍ର ବ୍ଯବସ୍ଥାର କ୍ଷୁଦ୍ରତମ ଅଂଶ ସୁଦ୍ଧା ପରିବର୍ତ୍ତିତ ହବେନାହିଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କିନ୍ତୁ ବ୍ୟବସ୍ଥାର ଏକ ବିନ୍ଦୁ ଲୋପ ପାଇବା ଅପେକ୍ଷା ବରଂ ଆକାଶ ଓ ପୃଥିବୀ ଲୋପ ପାଇବା ସହଜ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଆକାଶ ଓ ପୃଥିବୀ ବରଂ ଲୋପ ପାଇଯିବା ସହଜ, କିନ୍ତୁ ବ୍ୟବସ୍ଥାର କୌଣସି ବିଷୟ ଲୋପ ପାଇବ ନାହିଁ।
Odia Bible ERV 2004 (ପବିତ୍ର ବାଇବଲ)
ସ୍ୱର୍ଗ ଓ ପୃଥିବୀର ଧ୍ୱଂସ ହୁଏତ ସହଜରେ ହୋଇଯିବ, ମାତ୍ର ବ୍ୟବସ୍ଥାର କ୍ଷୁଦ୍ରତମ ଅଂଶ ସୁଦ୍ଧା ପରିବର୍ତ୍ତିତ ହେବ ନାହିଁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କିନ୍ତୁ ଇଶ୍ବରଙ୍କ ବ୍ୟବସ୍ଥାର ଏକ ବିନ୍ଦୁ ଲୋପ ପାଇବା ଅପେକ୍ଷା ବରଂ ଆକାଶ ଓ ପୃଥିବୀ ଲୋପ ପାଇବା ସହଜ।
Odia IRV 2017 (ଓଡିଆ ବାଇବେଲ)
କିନ୍ତୁ ମୋଶାଙ୍କ ବ୍ୟବସ୍ଥାର ଏକ ବିନ୍ଦୁ ଲୋପ ପାଇବା ଅପେକ୍ଷା ବରଂ ଆକାଶ ଓ ପୃଥିବୀ ଲୋପ ପାଇବା ସହଜ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
“ಹ್ಯೊ ಜಗ್,ಅನಿ ಸರ್ಗ ನಾಪತ್ತೊ ಹೊವ್ನ್ ಜಾವ್ಕ್ ಸಸಾರ್, ಖರೆ, ಖಾಯ್ದ್ಯಾನಿತ್ಲೊ ಎಕ್ ಬಾರಿಕ್ಲೊ ಶಬ್ದ್ ಸೈತ್ ಪುಸುನ್ ಜಾಯ್ನಾ”.