Luke 16:26 — Compare Translations

7 translations compared side by side

Odia - 1840
"ତା' ଛଡା ତୋର ଓ ଆମ୍ଭ ମଝି ରେ ଗୋଟିଏ ବଡ ଖାତ ଅଛି। ତୋତେ ସାହାୟ୍ଯ କରିବା ପାଇଁ ସହେି ଖାତକୁ କହେି ପାରି ହାଇେ ଯାଇ ପାରିବେ ନାହିଁ।' ଏବଂ ସହେି ସ୍ଥାନ ଛାଡି କହେି ଏଠାକୁ ଆସି ପାରିବେ ନାହିଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତାହା ଛଡ଼ା ତୁମ ଆମ ମଧ୍ୟରେ ଅତି ବୃହତ୍ ବ୍ୟବଧାନ ଅବସ୍ଥିତ, ଯେପରି ଯେଉଁମାନେ ଏ ସ୍ଥାନରୁ ତୁମ୍ଭମାନଙ୍କ ନିକଟକୁ ଯିବା ପାଇଁ ଇଚ୍ଛା କରନ୍ତି, ସେମାନେ ଯାଇ ପାରନ୍ତି ନାହିଁ, ପୁଣି ସେସ୍ଥାନରୁ କେହି ଆମ୍ଭମାନଙ୍କ ନିକଟକୁ ପାର ହୋଇ ଆସି ପାରନ୍ତି ନାହିଁ ।
Odia BSI (ପବିତ୍ର ବାଇବଲ (CL) NT (BSI))
ତା’ଛଡ଼ା ତୁମ ଆମ ମଧ୍ୟରେ ଏକ ବିରାଟ ଗହ୍ୱର ବ୍ୟବଧାନ ଅଛି, ତେଣୁ ଏଠାରୁ ତୋ’ ନିକଟକୁ କେହି ଇଚ୍ଛା କଲେ ମଧ୍ୟ ଯାଇ ପାରିବ ନାହିଁ, କିମ୍ବା ତୁ ଯେଉଁଠାରେ ଅଛୁ, ସେଠାରୁ କେହି ଆମ ନିକଟକୁ ଆସି ପାରିବେ ନାହିଁ।’
Odia Bible ERV 2004 (ପବିତ୍ର ବାଇବଲ)
ତା’ ଛଡ଼ା ତୋର ଓ ଆମ୍ଭ ମଝିରେ ଗୋଟିଏ ବଡ଼ ଖାତ ଅଛି। ତୋତେ ସାହାଯ୍ୟ କରିବା ପାଇଁ ସେହି ଖାତକୁ କେହି ପାରି ହୋଇ ଯାଇ ପାରିବେ ନାହିଁ।’ ଏବଂ ସେହି ସ୍ଥାନ ଛାଡ଼ି କେହି ଏଠାକୁ ଆସି ପାରିବେ ନାହିଁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତାହା ଛଡ଼ା ତୁମ ଓ ଆମ ମଧ୍ୟରେ ବହୁତ ବଡ଼ ବ୍ୟବଧାନ ଅଛି, ଯେପରି ଯେଉଁମାନେ ଏ ସ୍ଥାନରୁ ତୁମ୍ଭମାନଙ୍କ ନିକଟକୁ ଯିବା ପାଇଁ ଇଚ୍ଛା କରନ୍ତି, ସେମାନେ ଯାଇ ପାରିବେ ନାହିଁ, କିମ୍ବା ସେ ସ୍ଥାନରୁ କେହି ଆମ୍ଭମାନଙ୍କ ନିକଟକୁ ପାର ହୋଇ ଆସି ପାରିବେ ନାହିଁ।’
Odia IRV 2017 (ଓଡିଆ ବାଇବେଲ)
ତାହା ଛଡ଼ା ତୁମ ଓ ଆମ ମଧ୍ୟରେ ବହୁତ ବଡ଼ ବ୍ୟବଧାନ ଅଛି, ଯେପରି ଯେଉଁମାନେ ଏ ସ୍ଥାନରୁ ତୁମ୍ଭମାନଙ୍କ ନିକଟକୁ ଯିବା ପାଇଁ ଇଚ୍ଛା କରନ୍ତି, ସେମାନେ ଯାଇ ପାରିବେ ନାହିଁ, କିମ୍ବା ସେ ସ୍ଥାନରୁ କେହି ଆମ୍ଭମାନଙ୍କ ନିକଟକୁ ପାର ହୋଇ ଆସି ପାରିବେ ନାହିଁ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಹೆಚ್ಯಾ ಭಾಯ್ರ್ ಸಾಂಗುಚೆ ಜಾಲ್ಯಾರ್, ತುಮ್ಚ್ಯಾ ಅನಿ ಅಮ್ಚ್ಯಾ ಮದ್ದಿ,ಎಕ್ ಮೊಟೊ ಅಂತರ್ ಹಾಯ್, ಅಮ್ಚ್ಯೆಕ್ನಾ ತುಮ್ಚ್ಯಾಕ್ಡೆ ಮನುನ್ ಯವಜ್ಲ್ಯಾರ್, ಕೊನಾಕ್ಬಿ ಯೆವ್ಕ್ ಹೊಯ್ನಾ, ಅನಿ ತುಮ್ಚ್ಯಾಕ್ನಾ, ಅಮ್ಚೆಕ್ಡೆ ಕೊನ್ಬಿ ಯೆವ್ಕ್ ಬಗಟ್ಲ್ಯಾರ್‍ಬಿ ತೆಕಾ ಹಿಕ್ಡಿ ಯೆವ್ಕ್ ಹೊಯ್ನಾ” ಮಟ್ಲ್ಯಾನ್.