Luke 16:27 — Compare Translations
7 translations compared side by side
Odia - 1840
"ଧନୀ ଲୋକ ଜଣକ କହିଲେ, ' ତବେେ ପିତା, ଦୟାକରି ଲାଜାରକୁ ପୃଥିବୀ ରେ ଥିବା ମାରେ ବାପାଙ୍କ ଘରକୁ ପଠାଅ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେଥିରେ ସେ କହିଲା, ହେ ପିତା, ତାହାହେଲେ ମୁଁ ଆପଣଙ୍କୁ ଅନୁରୋଧ କରୁଅଛି, ତାହାକୁ ମୋର ପିତାଙ୍କ ଗୃହକୁ ପଠାଉନ୍ତୁ,
Odia BSI (ପବିତ୍ର ବାଇବଲ (CL) NT (BSI))
ଧନୀ ଲୋକଟି କହିଲା ‘ତେବେ ହେ ପିତା ଅବ୍ରାହମ, ମୁଁ ବିନତି କରୁଛି, ଲାଜାରକୁ ମୋର ବାପାଙ୍କ ଘରକୁ ପଠାନ୍ତୁ।
Odia Bible ERV 2004 (ପବିତ୍ର ବାଇବଲ)
“ଧନୀ ଲୋକ ଜଣକ କହିଲେ, ‘ତେବେ ପିତା, ଦୟାକରି ଲାଜାରକୁ ପୃଥିବୀରେ ଥିବା ମୋର ବାପାଙ୍କ ଘରକୁ ପଠାଅ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେଥିରେ ସେ କହିଲେ, ‘ହେ ପିତା, ତାହାହେଲେ ମୁଁ ଆପଣଙ୍କୁ ଅନୁରୋଧ କରୁଅଛି, ତାହାକୁ ମୋହର ବାପାଙ୍କ ଘରକୁ ପଠାଉନ୍ତୁ,
Odia IRV 2017 (ଓଡିଆ ବାଇବେଲ)
ସେଥିରେ ସେ କହିଲେ, ହେ ପିତା, ତାହାହେଲେ ମୁଁ ଆପଣଙ୍କୁ ଅନୁରୋଧ କରୁଅଛି, ତାହାକୁ ମୋହର ବାପାଙ୍କ ଘରକୁ ପଠାଉନ୍ତୁ,
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತನ್ನಾ ತ್ಯಾ ಸಾವ್ಕಾರ್ ಮಾನ್ಸಾನ್, “ಅಬ್ರಾಹಾಮ್ ಬಾಬಾ, ಮಿಯಾ ತುಜೆಕ್ಡೆ ದಯಾ ಕರುನ್ ಮಾಗ್ತಾ, ಲಾಜರಸಾಕ್ ಮಾಜ್ಯಾ ಬಾಬಾಚ್ಯಾ ಘರಾಕ್ ಧಾಡುನ್ ದಿ.