Luke 16:3 — Compare Translations

7 translations compared side by side

Odia - 1840
"ମାସ୍ତା ଜଣକ ମନେ ମନେ ଭବିଲା, 'ଏବେ ମୁଁ କ'ଣ କରିବି? ମାେ ମାଲିକ ମାେ ଚାକିରି ନଇେ ଯାଉଛନ୍ତି। ଗାତ ଖାେଳିବା ପାଇଁ ମାେ ପାଖ ରେ ବଳ ନାହିଁ। ଭିକ ମାଗିଲେ ମାେତେ ଲାଜ ମାଡିବ।'"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେଥିରେ ସେହି ବେବର୍ତ୍ତା ମନେ ମନେ କହିଲା, କଅଣ କରିବି? ମୋହର ପ୍ରଭୁ ତ ମୋʼଠାରୁ ବେବର୍ତ୍ତାପଦ ଛଡ଼ାଇ ନେଉଅଛନ୍ତି । ମାଟି ହାଣିବାକୁ ମୋହର ବଳ ନାହିଁ, ଭିକ ମାଗିବାକୁ ମୋତେ ଲାଜ ଲାଗୁଅଛି ।
Odia BSI (ପବିତ୍ର ବାଇବଲ (CL) NT (BSI))
ବେବର୍ତ୍ତାଟି ଭାବିଲା, ‘ମୋର ମାଲିକ ମୋତେ ଚାକିରୀରୁ ବାହାର କରିବାକୁ ଯାଉଛନ୍ତି। ମୁଁ କ’ଣ କରିବି? ମାଟି ଖୋଳିବା ପାଇଁ ମୋର ବଳ ନାହିଁ, ଆଉ ଭିକ୍ଷା ମାଗିବାକୁ ମୋତେ ଲାଜ ମାଡ଼ୁଛି।
Odia Bible ERV 2004 (ପବିତ୍ର ବାଇବଲ)
“ଗୁମାସ୍ତା ଜଣକ ମନେ ମନେ ଭାବିଲା, ‘ଏବେ ମୁଁ କ’ଣ କରିବି? ମୋ’ ମାଲିକ ମୋ’ ଗ୍ଭକିରି ନେଇ ଯାଉଛନ୍ତି। ଗାତ ଖୋଳିବା ପାଇଁ ମୋ’ ପାଖରେ ବଳ ନାହିଁ। ଭିକ ମାଗିଲେ ମୋତେ ଲାଜ ମାଡ଼ିବ।’
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେଥିରେ ସେହି ବେବର୍ତ୍ତା ମନେ ମନେ କହିଲା, କଅଣ କରିବି? ମୋହର ପ୍ରଭୁ ତ ମୋʼଠାରୁ ବେବର୍ତ୍ତାପଦ ଛଡ଼ାଇ ନେଉଅଛନ୍ତି। ମାଟି ହାଣିବାକୁ ମୋହର ବଳ ନାହିଁ, ଭିକ ମାଗିବାକୁ ମୋତେ ଲାଜ ଲାଗୁଅଛି।
Odia IRV 2017 (ଓଡିଆ ବାଇବେଲ)
ସେଥିରେ ସେହି ବେବର୍ତ୍ତା ମନେ ମନେ କହିଲା, କ'ଣ କରିବି? ମୋହର ପ୍ରଭୁ ତ ମୋଠାରୁ ବେବର୍ତ୍ତାପଦ ଛଡ଼ାଇ ନେଉଅଛନ୍ତି । ମାଟି ହାଣିବାକୁ ମୋହର ବଳ ନାହିଁ, ଭିକ ମାଗିବାକୁ ମୋତେ ଲାଜ ଲାଗୁଅଛି ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತನ್ನಾ ತ್ಯಾ ಕಾರ್‍ಬಾರ್‍ಯಾನ್ ಅಪ್ನಾಚ್ಯಾ ಮನಾತುಚ್ “ಅತ್ತಾ ಜಾಲ್ಯಾರ್, ಮಾಜೊ ಧನಿ ಮಾಕಾ ಮಾಜ್ಯಾ ಕಾಮಾ ವೈನಾ ಕಾಡ್ನಾರ್ ಹಾಯ್,ಮಿಯಾ ಅತ್ತಾ ಕಾಯ್ ಕರು? ಖಂಡುಕ್ ಮಾಕಾ ಬಳ್ ನಾ, ಅನಿ ಭಿಕ್ ಮಾಗುಕ್ ಮಾಕಾ ಲಜ್ಜಾ ಕರ್‍ತಾ”.