Luke 16:4 — Compare Translations
7 translations compared side by side
Odia - 1840
"ତବେେ ମାେତେ କ'ଣ କରିବାକୁ ହବେ ତା ମୁଁ ଜାଣିଛି। ଯେତବେେଳେ ମୁଁ ଗୁମାସ୍ତା ଚାକିରି ହରାଇବି, ସେତବେେଳେ ଯେପରି ଲୋକେ ସମାନଙ୍କେ ଘ ରେ ମାରେ ସ୍ବାଗତ କରିବେ ସେଥିପାଇଁ ଗୋଟିଏ କାମ ମୁଁ କରିବି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ମୁଁ ବେବର୍ତ୍ତାପଦରୁ ଚ୍ୟୁତ ହେଲା ଉତ୍ତାରେ ଲୋକେ ଯେପରି ମୋତେ ଆପଣା ଆପଣା ଗୃହରେ ଗ୍ରହଣ କରନ୍ତି, ଏଥିପାଇଁ କଅଣ କରିବି, ତାହା ବୁଝିଲିଣି ।
Odia BSI (ପବିତ୍ର ବାଇବଲ (CL) NT (BSI))
ବର୍ତ୍ତମାନ ମୁଁ ଜାଣେ, ମୋତେ କ’ଣ କରିବାକୁ ହେବ; ମୁଁ ଅନେକଙ୍କ ସହିତ ବନ୍ଧୁତା ସ୍ଥାପନ କରିବି। ମୋର ଚାକିରୀ ଚାଲିଗଲା ପରେ ସେମାନଙ୍କ ଗୃହରେ ମୋତେ ଆଶ୍ରୟ ମିଳିବ।’
Odia Bible ERV 2004 (ପବିତ୍ର ବାଇବଲ)
ତେବେ ମୋତେ କ’ଣ କରିବାକୁ ହେବ ତା ମୁଁ ଜାଣିଛି। ଯେତେବେଳେ ମୁଁ ଗୁମାସ୍ତା ଗ୍ଭକିରି ହରାଇବି, ସେତେବେଳେ ଯେପରି ଲୋକେ ସେମାନଙ୍କ ଘରେ ମୋର ସ୍ୱାଗତ କରିବେ ସେଥିପାଇଁ ଗୋଟିଏ କାମ ମୁଁ କରିବି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ମୁଁ ବେବର୍ତ୍ତାପଦରୁ ବାହାରିବା ପରେ ଲୋକ ଯେପରି ମୋତେ ଆପଣା ଆପଣା ଗୃହରେ ଗ୍ରହଣ କରିବେ, ଏଥିପାଇଁ କଅଣ କରିବି, ତାହା ବୁଝିଲିଣି।
Odia IRV 2017 (ଓଡିଆ ବାଇବେଲ)
ମୁଁ ବେବର୍ତ୍ତାପଦରୁ ବାହାରିବା ପରେ ଲୋକ ଯେପରି ମୋତେ ଆପଣା ଆପଣା ଗୃହରେ ଗ୍ରହଣ କରିବେ, ଏଥିପାଇଁ କ'ଣ କରିବି, ତାହା ବୁଝିଲିଣି ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
“ಕಾಯ್ ಕರ್ತಲೆ ಮನುನ್ ಅತ್ತಾ ಮಾಕಾ ಕಳ್ಳೆ, ಮಾಕಾ ಕಾಮಾ ವೈನಾ ಕಾಡಲ್ಲ್ಯಾ ತನ್ನಾ ಅಪ್ನಾಚ್ಯಾ ಘರಾತ್ನಿ ಘೆಯ್ ಸರ್ಕೆ ಕೊನಾಕ್ಡೆ ತರ್ ದೊಸ್ತಿ ಕರುನ್ ಘೆವ್ಚೆ”,