Luke 16:5 — Compare Translations
7 translations compared side by side
Odia - 1840
"ତେଣୁ ଗୁମାସ୍ତା ଜଣକ ମାଲିକଙ୍କଠାରୁ ଋଣ ନଇେଥିବା ପ୍ରେତ୍ୟକକ ଖାତକଙ୍କୁ ଡାକିଲେ। ସେ ପ୍ରଥମେ ଖାତକଟିକୁ ପଚାରିଲେ, 'ମାେ ମାଲିକଙ୍କୁ ତୁମ୍ଭର କେତେ ଦବୋକୁ ଅଛି?'"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି, ସେ ଆପଣା ପ୍ରଭୁଙ୍କର ପ୍ରତ୍ୟେକ ଖାତକକୁ ପାଖକୁ ଡାକି ପ୍ରଥମ ଜଣକୁ କହିଲା, ତୁମ୍ଭ ଉପରେ ମୋʼ ପ୍ରଭୁଙ୍କର କେତେ ପାଉଣା? ସେ କହିଲା, ଶହେ ମହଣ ତେଲ ।
Odia BSI (ପବିତ୍ର ବାଇବଲ (CL) NT (BSI))
“ଯେଉଁମାନେ ଘର ମାଲିକଙ୍କଠାରୁ ଋଣ ନେଇଥିଲେ, ସେମାନଙ୍କୁ ସେ ଡ଼ାକି ପ୍ରଥମ ଜଣକୁ କହିଲା, ‘ତୁ ମୋର ମାଲିକଙ୍କଠାରୁ କେତେ ଧାର କରିଛୁ?’
Odia Bible ERV 2004 (ପବିତ୍ର ବାଇବଲ)
“ତେଣୁ ଗୁମାସ୍ତା ଜଣକ ମାଲିକଙ୍କଠାରୁ ଋଣ ନେଇଥିବା ପ୍ରତ୍ୟେକ ଖାତକଙ୍କୁ ଡାକିଲେ। ସେ ପ୍ରଥମେ ଖାତକଟିକୁ ପଗ୍ଭରିଲେ, ‘ମୋ’ ମାଲିକଙ୍କୁ ତୁମ୍ଭର କେତେ ଦେବାକୁ ଅଛି?’
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ସେ ଆପଣା ପ୍ରଭୁଙ୍କର ପ୍ରତ୍ୟେକ ଖାତକକୁ ପାଖକୁ ଡାକି ପ୍ରଥମ ଜଣକୁ କହିଲା, ତୁମ୍ଭେ ମୋ ପ୍ରଭୁଙ୍କର କେତେ ଧାର ନେଇଅଛ? ସେ କହିଲା, ଶହେ ମହଣ ତୈଳ।
Odia IRV 2017 (ଓଡିଆ ବାଇବେଲ)
ପୁଣି, ସେ ଆପଣା ପ୍ରଭୁଙ୍କର ପ୍ରତ୍ୟେକ ଖାତକକୁ ପାଖକୁ ଡାକି ପ୍ରଥମ ଜଣକୁ କହିଲା, ତୁମ୍ଭେ ମୋ ପ୍ରଭୁଙ୍କର କେତେ ଧାର ନେଇଛ? ସେ କହିଲା, ଶହେ ମହଣ ତେଲ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತಸೆಮನುನ್ ತೆನಿ, ಅಪ್ನಾಚ್ಯಾ ಸಾವ್ಕಾರಾಚೆ ರಿನ್ ಫೆಡ್ತಲೆ ಹೊತ್ತ್ಯಾಕ್ನಿ ಬಲ್ವುಲ್ಯಾನ್. “ತಿಯಾ ಕವ್ಡೆ ರಿನ್ ಪಾವ್ತಲೆ ಹಾಯ್?” ಮನುನ್ ಇಚಾರ್ಲ್ಯಾನ್.