Luke 17:11 — Compare Translations
7 translations compared side by side
Odia - 1840
"ଯୀଶୁ ୟିରୂଶାଲମ ଯାତ୍ରା କରୁଥିଲେ। ସେ ଗାଲୀଲୀରୁ ଶମିରୋଣକୁ ଗଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେ ଯିରୂଶାଲମକୁ ଯାତ୍ରା କରିବା ସମୟରେ ଶମିରୋଣ ଓ ଗାଲିଲୀ ମଧ୍ୟ ଦେଇ ଗମନ କରୁଥିଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଯୀଶୁ ଯିରୁଶାଲମ ଯିବା ବାଟରେ ଶମିରୋଣ ଓ ଗାଲିଲୀର ସୀମା ମଧ୍ୟ ଦେଇ ଗଲେ।
Odia Bible ERV 2004 (ପବିତ୍ର ବାଇବଲ)
କୃତଜ୍ଞ ହୁଅ ଯୀଶୁ ଯିରୁଶାଲମ ଯାତ୍ରା କରୁଥିଲେ। ସେ ଗାଲିଲୀରୁ ଶମିରୋଣକୁ ଗଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେ ଯିରୂଶାଲମ ସହରକୁ ଯାତ୍ରା କରିବା ସମୟରେ ଶମିରୋଣ ଓ ଗାଲିଲୀ ମଧ୍ୟ ଦେଇ ଯାଉଥିଲେ।
Odia IRV 2017 (ଓଡିଆ ବାଇବେଲ)
ସେ ଯିରୂଶାଲକୁ ଯାତ୍ରା କରିବା ସମୟରେ ଶମିରୋଣ ଓ ଗାଲିଲୀ ମଧ୍ୟ ଦେଇ ଯାଉଥିଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಜೆಜು ಜೆರುಜಲೆಮಾಚಿ ವಾಟ್ ಧರುನ್ ಜವ್ಲಾಗಲ್ಲೊ, ಸಾಮಾರಿಯಾ, ಅನಿ ಗಾಲಿಲಿಯಾ ಮನ್ತಲ್ಯಾ ದೊನ್ ಜಾಗ್ಯಾಂಚ್ಯಾ ಬರಬ್ಬರ್ ಮದ್ನಾ ತೊ ಜಾವ್ಲಾಗಲ್ಲೊ.