Luke 17:12 — Compare Translations

7 translations compared side by side

Odia - 1840
"ସେ ଗୋଟିଏ େଛାଟ ନଗରକୁ ଆସିଲେ। ସଠାେରେ ତାହାଙ୍କୁ ଦଶ ଜଣ ଲୋକ ଭଟେିଲେ। ସହେି ସମସ୍ତଙ୍କର କୁଷ୍ଠ ରୋଗ ହାଇେଥିବାରୁ ସମାନେେ କହେି ଯୀଶୁଙ୍କର ଅତି ପାଖକୁ ଆସି ପାରିଲେ ନାହିଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ, ସେ କୌଣସି ଗୋଟିଏ ଗ୍ରାମରେ ପ୍ରବେଶ କରନ୍ତେ, ଦଶ ଜଣ କୁଷ୍ଠୀ ତାହାଙ୍କ ସହିତ ସାକ୍ଷାତ କଲେ;
Odia BSI (ପବିତ୍ର ବାଇବଲ (CL) NT (BSI))
ସେ ଗୋଟିଏ ଗ୍ରାମକୁ ଯିବା ସମୟରେ ଦଶ ଜଣ କୁଷ୍ଠ ରୋଗୀ ଭେଟିଲେ। ସେମାନେ ଅଳ୍ପ ଦୂରରେ ଠିଆ ହୋଇ ଚିକ୍ରାର କଲେ,
Odia Bible ERV 2004 (ପବିତ୍ର ବାଇବଲ)
ସେ ଗୋଟିଏ ଛୋଟ ନଗରକୁ ଆସିଲେ। ସେଠାରେ ତାହାଙ୍କୁ ଦଶ ଜଣ ଲୋକ ଭେଟିଲେ। ସେହି ସମସ୍ତଙ୍କର କୁଷ୍ଠରୋଗ ହୋଇଥିବାରୁ ସେମାନେ କେହି ଯୀଶୁଙ୍କର ଅତି ପାଖକୁ ଆସି ପାରିଲେ ନାହିଁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ ଯୀଶୁ କୌଣସି ଗୋଟିଏ ଗ୍ରାମରେ ପ୍ରବେଶ କରନ୍ତେ ଦଶ ଜଣ କୁଷ୍ଠରୋଗୀ ତାହାଙ୍କ ସହିତ ସାକ୍ଷାତ କଲେ;
Odia IRV 2017 (ଓଡିଆ ବାଇବେଲ)
ଆଉ ଯୀଶୁ କୌଣସି ଗୋଟିଏ ଗ୍ରାମରେ ପ୍ରବେଶ କରନ୍ତେ ଦଶ ଜଣ କୁଷ୍ଠୀ ତାହାଙ୍କ ସହିତ ସାକ୍ଷାତ୍ କଲେ;
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತೊ ಎಕ್ ಗಾಂವಾತ್ ಜಾವ್‍ಲಾಗಲ್ಲೊ, ತನ್ನಾ ತೆಕಾ, ಧಾ ಜಾನಾ ಕುಸ್ಟ್ ರೊಗ್‍ ಲಾಗಲ್ಲಿ ಲೊಕಾ ಭೆಟ್ಲಿ. ತೆನಿ ಜೆಜುಕ್ನಾ ಉಲ್ಲೆ ಧುರುಚ್ ಇಬೆ ರ್‍ಹಾಲ್ಯಾನಿ,