Luke 17:18 — Compare Translations
7 translations compared side by side
Odia - 1840
"ସୁସ୍ଥ ହାଇେ ସାରିବା ପରେ ପୁଣି ଫରେି ଆସି ପରମେଶ୍ବରଙ୍କୁ ଧନ୍ଯବାଦ ଜଣାଇବା ପାଇଁ କ'ଣ ଏହି ଶମିରୋଣୀୟ ଜଣକ କବଳେ ଥିଲା?"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତେବେ ଆଉ ନଅଜଣ କାହାନ୍ତି? ଈଶ୍ଵରଙ୍କୁ ଗୌରବ ଦେବା ନିମନ୍ତେ ଏହି ବିଜାତି ଲୋକଟି ଛଡ଼ା କଅଣ ଆଉ କେହି ବାହୁଡ଼ିଆସି ନାହିଁ?
Odia BSI (ପବିତ୍ର ବାଇବଲ (CL) NT (BSI))
କାହିଁକି କେବଳ ଏହି ବିଦେଶୀୟ ଲୋକଟି ଈଶ୍ୱରଙ୍କୁ ଧନ୍ୟବାଦ ଦେବା ପାଇଁ ଫେରି ଆସିଲା?”
Odia Bible ERV 2004 (ପବିତ୍ର ବାଇବଲ)
ସୁସ୍ଥ ହୋଇ ସାରିବା ପରେ ପୁଣି ଫେରି ଆସି ପରମେଶ୍ୱରଙ୍କୁ ଧନ୍ୟବାଦ ଜଣାଇବା ପାଇଁ କ’ଣ ଏହି ଶମିରୋଣୀୟ ଜଣକ କେବଳ ଥିଲା?”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତେବେ ଆଉ ନଅ ଜଣ କାହାନ୍ତି? ଈଶ୍ବରଙ୍କୁ ଗୌରବ ଦେବା ନିମନ୍ତେ ଏହି ଅଣଯିହୁଦୀ ଲୋକଟି ଛଡ଼ା କଅଣ ଆଉ କେହି ଫେରିଆସି ନାହିଁ?”
Odia IRV 2017 (ଓଡିଆ ବାଇବେଲ)
ତେବେ ଆଉ ନଅ ଜଣ କାହାନ୍ତି? ଈଶ୍ୱରଙ୍କୁ ଗୌରବ ଦେବା ନିମନ୍ତେ ଏହି ଅଣଯିହୂଦୀ ଲୋକଟି ଛଡ଼ା କ'ଣ ଆଉ କେହି ଫେରିଆସି ନାହିଁ?
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ದುಸ್ರ್ಯಾ ದೆಸಾತ್ಲೊ ಎಕ್ಲೊಚ್ ದೆವಾಕ್ ಧನ್ಯವಾದ್ ದಿವ್ಕ್ ಮನುನ್ ಪರ್ತುನ್ ಯೆಲೊ ಕಾಯ್?” ಮಟ್ಲ್ಯಾನ್.