Luke 18:27 — Compare Translations
7 translations compared side by side
Odia - 1840
"ଯୀଶୁ କହିଲେ, ଯେଉଁ କାମ ମନୁଷ୍ଯ ପକ୍ଷ ରେ ସମ୍ଭବ ନୁହେଁ, ତାହା ପରମେଶ୍ବର କରି ପାରିବେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କିନ୍ତୁ ସେ କହିଲେ, ଯାହା ମନୁଷ୍ୟର ଅସାଧ୍ୟ, ତାହା ଈଶ୍ଵରଙ୍କର ସାଧ୍ୟ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଯୀଶୁ ଉତ୍ତର ଦେଲେ, “ମନୁଷ୍ୟ ପକ୍ଷରେ ଯାହା ଅସମ୍ଭବ, ଈଶ୍ୱରଙ୍କ ପକ୍ଷରେ ତାହା ସମ୍ଭବ।”
Odia Bible ERV 2004 (ପବିତ୍ର ବାଇବଲ)
ଯୀଶୁ କହିଲେ, “ଯେଉଁ କାମ ମନୁଷ୍ୟ ପକ୍ଷରେ ସମ୍ଭବ ନୁହେଁ, ତାହା ପରମେଶ୍ୱର କରି ପାରିବେ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କିନ୍ତୁ ସେ କହିଲେ, “ଯାହା ମଣିଷର ଅସମ୍ଭବ, ତାହା ଈଶ୍ବରଙ୍କର ସମ୍ଭବ।”
Odia IRV 2017 (ଓଡିଆ ବାଇବେଲ)
କିନ୍ତୁ ସେ କହିଲେ, ଯାହା ମଣିଷର ଅସମ୍ଭବ, ତାହା ଈଶ୍ୱରଙ୍କର ସମ୍ଭବ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತನ್ನಾ ಜೆಜುನ್,“ಮಾನ್ಸಾಕ್ ಸಾಧ್ಯ್ ನಾ, ಖರೆ,ದೆವಾಕ್ ಸಗ್ಳೆ ಕರುಕ್ ಸಾದ್ಯ್ ಹಾಯ್” ಮನುನ್ ಜಬಾಬ್ ದಿಲ್ಯಾನ್.