Luke 18:3 — Compare Translations
7 translations compared side by side
Odia - 1840
"ସହେି ନଗର ରେ ଗୋଟିଏ ସ୍ତ୍ରୀଲୋକ ଥିଲା। ତା'ର ସ୍ବାମୀ ମରି ଯାଇଥିଲା। ସେ ସ୍ତ୍ରୀଲୋକଟି ଏହି ବିଗ୍ଭରପତିଙ୍କ ନିକଟକୁ ବହୁତ ଥର ଆସୁଥିଲା ସେ ବିଚାରପତିଙ୍କୁ କହୁଥିଲା, ' ଗୋଟିଏ ଲୋକ ମାେ ପ୍ରତି ଅନ୍ଯାୟ କରୁଛି। ତୁମ୍ଭେ ମାେତେ ମାେ ନ୍ଯାୟ ଅଧିକାର ଦିଅ।'"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେହି ନଗରରେ ଜଣେ ବିଧବା ଥିଲା, ସେ ଥରକୁଥର ତାଙ୍କ ନିକଟକୁ ଯାଇ କହୁଥିଲା, ମୋହର ବିବାଦୀର ଅନ୍ୟାୟର ପ୍ରତିକାର କରନ୍ତୁ ।
Odia BSI (ପବିତ୍ର ବାଇବଲ (CL) NT (BSI))
ସେହି ସହରର ଜଣେ ବିଧବା ତାଙ୍କ ନିକଟକୁ ଥରକୁ ଥର ଆସି ତା’ ପ୍ରତି ହୋଇଥିବା ଅନ୍ୟାୟର ପ୍ରତିକାର କରିବା ପାଇଁ ଗୁହାରି କରୁଥିଲା। ସେ କହୁଥିଲା, ‘ମୋ’ ପ୍ରତିବାଦୀ ବିରୁଦ୍ଧରେ ମୋତେ ନ୍ୟାୟ ନିଷ୍ପତ୍ତି ଦିଅନ୍ତୁ!
Odia Bible ERV 2004 (ପବିତ୍ର ବାଇବଲ)
ସେହି ନଗରରେ ଗୋଟିଏ ସ୍ତ୍ରୀଲୋକ ଥିଲା। ତା’ର ସ୍ୱାମୀ ମରି ଯାଇଥିଲା। ସେ ସ୍ତ୍ରୀଲୋକଟି ଏହି ବିଗ୍ଭରପତିଙ୍କ ନିକଟକୁ ବହୁତ ଥର ଆସୁଥିଲା ସେ ବିଗ୍ଭରପତିଙ୍କୁ କହୁଥିଲା, ‘ଗୋଟିଏ ଲୋକ ମୋ’ ପ୍ରତି ଅନ୍ୟାୟ କରୁଛି। ତୁମ୍ଭେ ମୋତେ ମୋ’ ନ୍ୟାୟ ଅଧିକାର ଦିଅ।’
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେହି ନଗରରେ ଜଣେ ବିଧବା ଥିଲା, ତାହା ପ୍ରତି ଅନ୍ୟାୟ କରିଥିବା ଲୋକ ବିରୁଦ୍ଧରେ ବିଚାର ନିଷ୍ପତ୍ତି କରିବା ପାଇଁ ସେ ଥରକୁଥର ବିଚାରକର୍ତ୍ତାଙ୍କ ନିକଟକୁ ଯାଇ କହୁଥିଲା।
Odia IRV 2017 (ଓଡିଆ ବାଇବେଲ)
ସେହି ନଗରରେ ଜଣେ ବିଧବା ଥିଲା, ତାହା ପ୍ରତି ଅନ୍ୟାୟ କରିଥିବା ଲୋକ ବିରୁଦ୍ଧରେ ବିଚାର ନିଷ୍ପତ୍ତି କରିବା ପାଇଁ ସେ ଥରକୁଥର ବିଚାରକର୍ତ୍ତାଙ୍କ ନିକଟକୁ ଯାଇ କହୁଥିଲା ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅನಿ ತ್ಯಾಚ್ ಗಾಂವಾತ್ ಅಪ್ನಾಕ್ ನ್ಯಾಯ್ ನಿರ್ನಯ್ ಕರುನ್ ದಿವ್ಸಾಟಿ ಮನುನ್ ತ್ಯಾ ನ್ಯಾಯ್ ಕರ್ತಲ್ಯಾಕ್ಡೆ ಸದ್ದಿಚ್ ಯೆವ್ನಗೆತ್ ಎಕ್ ಘೊಮರಲ್ಲಿ ಬಾಯ್ಕೊಮನುಸ್ ಹೊತ್ತಿ. ಅನಿ ತೆಕಾ ತಿ, “ಮಾಜ್ಯಾ ವಿರೊದ್ಯಾಚ್ಯಾಕ್ನಾ ಮಾಕಾ ನ್ಯಾಯ್ ನಿರ್ನಯ್ ಕರುನ್ ದಿ” ಮನುನ್ ಸಾಂಗಿ.