Luke 18:30 — Compare Translations

7 translations compared side by side

Odia - 1840
"ସେ ଛାଡିଥିବା ବସ୍ତୁ ଅପେକ୍ଷେ ଅଧିକ ପାଇବ। ସେ ଲୋକ ଏହି ଜୀବନକାଳ ମଧିଅରେ ତ ଅନକେ ଗୁଣ ଅଧିକ ପାଇବ ଏବଂ ମରିଗଲା ପରେ ମଧ୍ଯ ସେ ପରମେଶ୍ବରଙ୍କ ସହିତ ଚିରକାଳ ବାସ କରିବ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଇହକାଳରେ ବହୁଗୁଣ ଓ ପରକାଳରେ ଅନ; ଜୀବନ ନ ପାଇବ, ଏପରି ଲୋକ କେହି ନାହିଁ ।
Odia BSI (ପବିତ୍ର ବାଇବଲ (CL) NT (BSI))
ସେ ଇହକାଳରେ ବହୁତ କିଛି ପାଇବ ଓ ପରକାଳରେ ଅନନ୍ତ ଜୀବନ ଲାଭ କରିବ।”
Odia Bible ERV 2004 (ପବିତ୍ର ବାଇବଲ)
ସେ ଛାଡ଼ିଥିବା ବସ୍ତୁ ଅପେକ୍ଷା ଅଧିକ ପାଇବ। ସେ ଲୋକ ଏହି ଜୀବନକାଳ ମଧ୍ୟରେ ତ ଅନେକ ଗୁଣ ଅଧିକ ପାଇବ ଏବଂ ମରିଗଲା ପରେ ମଧ୍ୟ ସେ ପରମେଶ୍ୱରଙ୍କ ସହିତ ଚିରକାଳ ବାସ କରିବ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେମାନେ ଇହକାଳରେ ବହୁଗୁଣରେ ଓ ପରକାଳରେ ଅନନ୍ତ ଜୀବନ ପାଇବେ।”
Odia IRV 2017 (ଓଡିଆ ବାଇବେଲ)
ସେମାନେ ଏହିକାଳରେ ବହୁଗୁଣରେ ଓ ପରକାଳରେ ଅନନ୍ତ ଜୀବନ ପାଇବେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತೊ ತೆಚ್ಯಾ ಜಿವನಾತ್, ತೆಚೆನ್ಕಿ ಜಾಸ್ತಿಚೆ ಘೆತಾ. ಅನಿ ಆಕ್ರಿಚ್ಯಾ ಕಾಲಾತ್ ಕನ್ನಾಚ್ ಮರಾನ್ ನಸ್ತಾನಾ ಝಿತ್ತೊ ರ್‍ಹಾತಲೆ ಭಾಗ್‍ಬಿ ತೆಕಾ ಗಾವ್ತಾ”, ಮಟ್ಲ್ಯಾನ್.