Luke 18:36 — Compare Translations

7 translations compared side by side

Odia - 1840
"ସେ ରାସ୍ତା ରେ ଯାଉଥିବା ଲୋକମାନଙ୍କ କୋଳାହଳ ଶୁଣିପାରି ପଚାରିଲା, ଘଟଣା କ'ଣ?"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେ ଲୋକସମୂହର ଗମନର ଶଦ୍ଦ ଶୁଣି କଥା କଅଣ ବୋଲି ପଚାରିବାକୁ ଲାଗିଲା ।
Odia BSI (ପବିତ୍ର ବାଇବଲ (CL) NT (BSI))
ବହୁସଂଖ୍ୟକ ଲୋକ ସେହି ବାଟ ଦେଇ ଯାଉ ଥିବାର ଶୁଣି ସେ ପଚାରିଲା, “କ’ଣ ହେଉଛି?”
Odia Bible ERV 2004 (ପବିତ୍ର ବାଇବଲ)
ସେ ରାସ୍ତାରେ ଯାଉଥିବା ଲୋକମାନଙ୍କ କୋଳାହଳ ଶୁଣିପାରି ପଗ୍ଭରିଲା, “ଘଟଣା କ’ଣ?”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେ ଲୋକମାନଙ୍କ ଯାଉଥିବାର ଶବ୍ଦ ଶୁଣି କଥା କଅଣ ବୋଲି ପଚାରିବାକୁ ଲାଗିଲା।
Odia IRV 2017 (ଓଡିଆ ବାଇବେଲ)
ସେ ଲୋକମାନଙ୍କ ଯାଉଥିବାର ଶବ୍ଦ ଶୁଣି କଥା କ'ଣ ବୋଲି ପଚାରିବାକୁ ଲାଗିଲା ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಲೊಕಾಂಚೊ ತಾಂಡೊ ಥೈತ್ನಾ ಪಾರ್ ಹೊವ್ನ್ ಜಾತಲೆ ಆಯ್ಕುನ್ ತೆನಿ, “ಹೆ ಕಾಯ್ ಹೊವ್ಲಾ ಹಿತ್ತೆ” ಮನುನ್ ಇಚಾರ್‍ಲ್ಯಾನ್.