Luke 19:18 — Compare Translations
7 translations compared side by side
Odia - 1840
"ଦ୍ବିତୀୟ ଚାକରଟି ଆସିଲା ଓ କହିଲା, 'ଆଜ୍ଞା, ଆପଣ ଦଇେଥିବା ଟଙ୍କାଥଳିକୁ ବ୍ଯବହାର କରି ପାଞ୍ଚଥଳି ଟଙ୍କା ଅର୍ଜ୍ବନ କରିଛି।'"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି, ଦ୍ଵିତୀୟ ଜଣକ ଆସି କହିଲା, ପ୍ରଭୋ, ଆପଣଙ୍କ ମୋହର ପାଞ୍ଚୋଟି ମୋହର ଲାଭ କରିଅଛି ।
Odia BSI (ପବିତ୍ର ବାଇବଲ (CL) NT (BSI))
ଦ୍ୱିତୀୟ ଦାସଟି ଆସି କହିଲା, ‘ଆପଣ ଦେଇଥିବା ମୁଦ୍ରା ସାହାଯ୍ୟରେ ମୁଁ ପାଞ୍ଚଟି ସ୍ୱର୍ଣ୍ଣ ମୁଦ୍ରା ଅର୍ଜନ କରିଛି।’
Odia Bible ERV 2004 (ପବିତ୍ର ବାଇବଲ)
“ଦ୍ୱିତୀୟ ଗ୍ଭକରଟି ଆସିଲା ଓ କହିଲା, ‘ଆଜ୍ଞା, ଆପଣ ଦେଇଥିବା ଟଙ୍କା ଥଳିକୁ ବ୍ୟବହାର କରି ପାଞ୍ଚ ଥଳି ଟଙ୍କା ଅର୍ଜନ କରିଛି।’
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ଦ୍ୱିତୀୟ ଜଣକ ଆସି କହିଲା, ପ୍ରଭୁ, ଆପଣଙ୍କ ମୋହର ଆଉ ପାଞ୍ଚୋଟି ମୋହର ଲାଭ କରିଅଛି।
Odia IRV 2017 (ଓଡିଆ ବାଇବେଲ)
ପୁଣି, ଦ୍ୱିତୀୟ ଜଣକ ଆସି କହିଲା, ପ୍ରଭୋ, ଆପଣଙ୍କ ମୁଦ୍ରା ପାଞ୍ଚୋଟି ମୁଦ୍ରା ଲାଭ କରିଅଛି ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ದೊನ್ವೆಚೊ ಅಳ್ ಯೆಲೊ, ಅನಿ “ಗುರುಜಿ ತಿಯಾ ದಿಲ್ಲ್ಯಾ ಎಕ್ ಪೈಸ್ಯಾ ವೈನಾ ಮಿಯಾ, ಅನಿ ಪಾಂಚ್ ಪೈಸೆ ಖಮ್ವುಲಾ”, ಮಟ್ಲ್ಯಾನ್.