Luke 19:19 — Compare Translations
7 translations compared side by side
Odia - 1840
"ରାଜା ସହେି ଚାକରଟିକୁ କହିଲେ, 'ତୁମ୍ଭେ ପାଞ୍ଚଟି ନଗର ଉପରେ ଶାସନ କରିବ।'"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେ ତାହାକୁ ମଧ୍ୟ କହିଲେ, ତୁମ୍ଭେ ସୁଦ୍ଧା ପାଞ୍ଚଗୋଟି ନଗର ଉପରେ ଅଧିକାର ପ୍ରାପ୍ତ ହୁଅ ।
Odia BSI (ପବିତ୍ର ବାଇବଲ (CL) NT (BSI))
ସେ ତାକୁ କହିଲେ, ‘ତୁମେ ପାଞ୍ଚଟି ନଗରର ଦାୟିତ୍ୱରେ ରହିବ।’
Odia Bible ERV 2004 (ପବିତ୍ର ବାଇବଲ)
ରାଜା ସେହି ଗ୍ଭକରଟିକୁ କହିଲେ, ‘ତୁମ୍ଭେ ପାଞ୍ଚୋଟି ନଗର ଉପରେ ଶାସନ କରିବ।’
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେ ତାହାକୁ ମଧ୍ୟ କହିଲେ, ତୁମ୍ଭେ ସୁଦ୍ଧା ପାଞ୍ଚଗୋଟି ନଗର ଉପରେ ଅଧିକାରପ୍ରାପ୍ତ ହୁଅ।
Odia IRV 2017 (ଓଡିଆ ବାଇବେଲ)
ସେ ତାହାକୁ ମଧ୍ୟ କହିଲେ, ତୁମ୍ଭେ ସୁଦ୍ଧା ପାଞ୍ଚୋଗୋଟି ନଗର ଉପରେ ଅଧିକାରପ୍ରାପ୍ତ ହୁଅ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಹೆಚ್ಯೆಸಾಟಿ ತೆಕಾ ಧನಿಯಾನ್, “ತಿಯಾ ಪಾಚ್ ಶಾರಾಂಚ್ಯಾ ವರ್ತಿ ತುಜೊ ಅದಿಕಾರ್ ಚಾಲ್ವು”, ಮಟ್ಲ್ಯಾನ್.