Luke 19:30 — Compare Translations
7 translations compared side by side
Odia - 1840
"ଆଗ ରେ ଯେଉଁ ଗାଁ ଦଖାଯାେଉଛି, ସଠାେକୁ ଯାଅ। ତୁମ୍ଭମାନେେ ଗାଁ ରେ ପଶିବା ମାତ୍ ରେ ସଠାେରେ ଗୋଟିଏ ଗଧଛୁଆ ବନ୍ଧା ହାଇେଥିବାର ଦେଖିବ। ସହେି ଗଧ ଉପରେ କହେି କବେେ ହେଲେ ଚଢି ନଥିବେ। ତାକୁ ଖାଲିେ ଦଇେ ମାେ ପାଖକୁ ଆଣିବ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତୁମ୍ଭମାନଙ୍କ ସମ୍ମୁଖସ୍ଥ ସେହି ଗ୍ରାମକୁ ଯାଅ; ସେଥିରେ ପ୍ରବେଶ କରିବା ସମୟରେ, ଯାହା ଉପରେ କେହି କେବେ ବସି ନାହିଁ, ଏପରି ଗୋଟିଏ ଗଧଛୁଆକୁ ବନ୍ଧା ହୋଇଥିବା ଦେଖିବ; ତାହାକୁ ଫିଟାଇ ଘେନିଆସ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଏହି କଥା କହି ପଠାଇଲେ, “ତୁମ୍ଭମାନଙ୍କ ଆଗରେ ଥିବା ଗାଁକୁ ଯାଅ; ସେଠାରେ ପ୍ରବେଶ କରିବା ସମୟରେ ଯାହା ଉପରେ କେହି କେବେ ଚଢ଼ି ନାହିଁ, ଏପରି ଗୋଟିଏ ଗଧ ଛୁଆକୁ ବନ୍ଧା ହୋଇ ଥିବାର ଦେଖିବ। ତାହାକୁ ଫିଟାଇ ଏଠାକୁ ଆଣ।
Odia Bible ERV 2004 (ପବିତ୍ର ବାଇବଲ)
“ଆଗରେ ଯେଉଁ ଗାଁ ଦେଖାଯାଉଛି, ସେଠାକୁ ଯାଅ। ତୁମ୍ଭେମାନେ ଗାଁରେ ପଶିବା ମାତ୍ରେ ସେଠାରେ ଗୋଟିଏ ଗଧଛୁଆ ବନ୍ଧା ହୋଇଥିବାର ଦେଖିବ। ସେହି ଗଧ ଉପରେ କେହି କେବେ ହେଲେ ଚଢ଼ି ନ ଥିବେ। ତାକୁ ଖୋଲି ଦେଇ ମୋ’ ପାଖକୁ ଆଣିବ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
“ତୁମ୍ଭମାନଙ୍କ ସମ୍ମୁଖରେ ଥିବା ସେହି ଗ୍ରାମକୁ ଯାଅ; ସେଥିରେ ପ୍ରବେଶ କରିବା ସମୟରେ, ଯାହା ଉପରେ କେହି କେବେ ବସି ନାହିଁ; ଏପରି ଗୋଟିଏ ଗଧଛୁଆକୁ ବନ୍ଧା ହୋଇଥିବାର ଦେଖିବ; ତାହାକୁ ଫିଟାଇ ନେଇଆସ।
Odia IRV 2017 (ଓଡିଆ ବାଇବେଲ)
ତୁମ୍ଭମାନଙ୍କ ସମ୍ମୁଖରେ ଥିବା ସେହି ଗ୍ରାମକୁ ଯାଅ; ସେଥିରେ ପ୍ରବେଶ କରିବା ସମୟରେ, ଯାହା ଉପରେ କେହି କେବେ ବସି ନାହିଁ; ଏପରି ଗୋଟିଏ ଗଧଛୁଆକୁ ବନ୍ଧା ହୋଇଥିବାର ଦେଖିବ; ତାହାକୁ ଫିଟାଇ ନେଇଆସ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
“ಥೈ ಫಿಡೆ ಹೊತ್ತ್ಯಾ ಗಾಂವಾತ್ ಜಾವಾ ತುಮಿ ತ್ಯಾ ಗಾಂವಾತ್ ಭುತ್ತುರ್ ಗೆಲ್ಲ್ಯಾ ತನ್ನಾ,ಥೈ ಅಜುನ್ ಪತರ್ ಕೊನ್ಬಿ ಬಸುನಸಲ್ಲೊ ಎಕ್ ಗಾಡ್ವಾಚೊ ಪೆಟೊ ಭಾಂದಲ್ಲೊ ತುಮ್ಕಾ ಗಾವ್ತಾ ತೆಕಾ ಸೊಡ್ವಾ, ಅನಿ ಹಿಕ್ಡಿ ಘೆವ್ನ್ ಯೆವಾ”.