Luke 2:29 — Compare Translations

7 translations compared side by side

Odia - 1840
"ପ୍ରଭୁ! ଏବେ ତୁମ୍ଭେ କହିବା ଅନୁସାରେ ତୁମ୍ଭର ଏହି ଦାସକୁ ଶାନ୍ତି ରେ ମରିବାକୁ ଦିଅ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ହେ ପ୍ରଭୁ, ଏବେ ତୁମ୍ଭେ ଆପଣା ବାକ୍ୟ ଅନୁସାରେ ନିଜ ଦାସକୁ ଶାନ୍ତିରେ ପ୍ରସ୍ଥାନ କରିବାକୁ ଦେଉଅଛ;
Odia BSI (ପବିତ୍ର ବାଇବଲ (CL) NT (BSI))
“ପ୍ରଭୁ, ତୁମେ ତୁମର ପ୍ରତିଜ୍ଞା ସଫଳ କରିଛ, ଏବେ ତୁମ ଦାସକୁ ଶାନ୍ତିରେ ବିଦାୟ ନେବାକୁ ଅନୁମତି ଦିଅ।
Odia Bible ERV 2004 (ପବିତ୍ର ବାଇବଲ)
“ପ୍ରଭୁ, ଏବେ ତୁମ୍ଭେ କହିବା ଅନୁସାରେ ତୁମ୍ଭର ଏହି ଦାସକୁ ଶାନ୍ତିରେ ମରିବାକୁ ଦିଅ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
“ହେ ପ୍ରଭୁ, ଏବେ ତୁମ୍ଭେ ଆପଣା ବାକ୍ୟ ଅନୁସାରେ ନିଜ ଦାସକୁ ଶାନ୍ତିରେ ଯିବାକୁ ଦେଉଅଛ;
Odia IRV 2017 (ଓଡିଆ ବାଇବେଲ)
ହେ ପ୍ରଭୁ, ଏବେ ତୁମ୍ଭେ ଆପଣା ବାକ୍ୟ ଅନୁସାରେ ନିଜ ଦାସକୁ ଶାନ୍ତିରେ ଯିବାକୁ ଦେଉଅଛ;
Odia NTS2024 2024 (ದೆವಾಚಿ ಖರಿ ಖಬರ್)
“ಸರ್ವೆಸ್ವರಾ ಅತ್ತಾ ತುಜ್ಯಾ ಸೆವಕಾಕ್ ಸಮಾದಾನಾನ್ ಜಾವ್ಕ್ ಸೊಡ್. ತಿಯಾ ಸಾಂಗಟಲ್ಲಿ ಗೊಸ್ಟ್ ತಿಯಾ ಖರಿ ಕರ್‍ಲೆ.