Luke 2:43 — Compare Translations
7 translations compared side by side
Odia - 1840
"ପର୍ବ ଦିନତକ ଶଷେ ହାଇଯେିବା ପରେ ସମାନେେ ଘରକୁ ଫରେୁଥିଲେ। କିନ୍ତୁ ବାଳକ ଯୀଶୁ ଯୀରୁଶାଲମ ରେ ରହିଗଲେ। ତାହାଙ୍କ ବାପାମାଆ ଏକଥା ଜାଣିନଥିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପର୍ବର ସମୟ ସମାପ୍ତ କରି ଯେତେବେଳେ ସେମାନେ ବାହୁଡ଼ି ଆସୁଥିଲେ, ସେତେବେଳେ ବାଳକ ଯୀଶୁ ଯିରୂଶାଲମରେ ରହିଗଲେ, ଆଉ ତାହାଙ୍କ ପିତାମାତା ତାହା ଜାଣି ନ ଥିଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ପର୍ବ ଶେଷରେ ସେମାନେ ଘରକୁ ଫେରିବାବେଳେ ବାଳକ ଯୀଶୁ ଯିରୂଶାଲମରେ ରହିଗଲେ। ତାଙ୍କର ପିତାମାତା ଏହା ଜାଣି ନ ଥିଲେ;
Odia Bible ERV 2004 (ପବିତ୍ର ବାଇବଲ)
ପର୍ବ ଦିନତକ ଶେଷ ହୋଇଯିବା ପରେ ସେମାନେ ଘରକୁ ଫେରୁଥିଲେ। କିନ୍ତୁ ବାଳକ ଯୀଶୁ ଯିରୁଶାଲମରେ ରହିଗଲେ। ତାହାଙ୍କ ବାପାମା ଏ କଥା ଜାଣି ନ ଥିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପର୍ବର ସମୟ ସମାପ୍ତ କରି ଯେତେବେଳେ ସେମାନେ ଫେରିଆସୁଥିଲେ, ସେତେବେଳେ ବାଳକ ଯୀଶୁ ଯିରୂଶାଲମ ସହରରେ ରହିଗଲେ, ଆଉ ତାହାଙ୍କ ପିତାମାତା ତାହା ଜାଣି ନ ଥିଲେ।
Odia IRV 2017 (ଓଡିଆ ବାଇବେଲ)
ପର୍ବର ସମୟ ସମାପ୍ତ କରି ଯେତେବେଳେ ସେମାନେ ଫେରିଆସୁଥିଲେ, ସେତେବେଳେ ବାଳକ ଯୀଶୁ ଯିରୂଶାଲମରେ ରହିଗଲେ, ଆଉ ତାହାଙ୍କ ପିତାମାତା ତାହା ଜାଣି ନ ଥିଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಸನ್ ಸರಲ್ಲ್ಯಾ ತನ್ನಾ ತೆನಿ ಪರ್ತುನ್ ಘರಾಕ್ ಗೆಲ್ಯಾನಿ, ಖರೆ ಪೊರ್ ಜೆಜು ಜೆರುಜಲೆಮಾತುಚ್ ರ್ಹಾಲೊ, ಹೆ ತೆಚ್ಯಾ ಬಾಯ್-ಬಾಬಾಕ್ ಕಳುಕುಚ್ ನತ್ತೆ.