Luke 20:24 — Compare Translations
7 translations compared side by side
Odia - 1840
" ମାେତେ ଗୋଟିଏ ମୁଦ୍ରା ଦଖାେଅ, ମୁଦ୍ରା ଉପରେ କାହାର ନାମ ଅଛି ଏବଂ କାହାର ଛବି ଅଛି?"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏଥିରେ କାହାର ମୂର୍ତ୍ତି ଓ ନାମ ଅଛି? ସେମାନେ କହିଲେ, କାଇସରଙ୍କର ।
Odia BSI (ପବିତ୍ର ବାଇବଲ (CL) NT (BSI))
“ଗୋଟିଏ ରୂପା ଟଙ୍କା ଦେଖାଅ। ଏହା ଉପରେ କାହାର ଛବି ଓ ନାମ ଅଛି?” ସେମାନେ ଉତ୍ତର ଦେଲେ, “ସମ୍ରାଟଙ୍କର।”
Odia Bible ERV 2004 (ପବିତ୍ର ବାଇବଲ)
“ମୋତେ ଗୋଟିଏ ମୁଦ୍ରା ଦେଖାଅ, ମୁଦ୍ରା ଉପରେ କାହାର ନାମ ଅଛି ଏବଂ କାହାର ଛବି ଅଛି?” ସେମାନେ କହିଲେ, “କାଇସରଙ୍କର।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏଥିରେ କାହାର ମୂର୍ତ୍ତି ଓ ନାମ ଅଛି?” ସେମାନେ କହିଲେ, କାଇସରଙ୍କର।
Odia IRV 2017 (ଓଡିଆ ବାଇବେଲ)
ଏଥିରେ କାହାର ମୂର୍ତ୍ତି ଓ ନାମ ଅଛି? ସେମାନେ କହିଲେ, କାଇସରଙ୍କର ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
“ಮಾಕಾ ಎಕ್ ಚಾಂದಿಚೊ ಪೈಸೊ ದಾಕ್ವಾ ಹೆಚ್ಯಾ ವರ್ತಿ ಹೊತ್ತೆ ಚಿತ್ತರ್, ಅನಿ ನಾವ್ ಕೊನಾಚೆ?” ಮನುನ್ ಇಚಾರ್ಲ್ಯಾನ್. ತೆನಿ ಚಕ್ರವರ್ತಿಚೆ ಮನುನ್ ಜಬಾಬ್ ದಿಲ್ಯಾನಿ.