Luke 20:32 — Compare Translations

7 translations compared side by side

Odia - 1840
"ଶଷେ ରେ ସହେି ସ୍ତ୍ରୀଟି ମଧ୍ଯ ମରିଗଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଶେଷରେ ସ୍ତ୍ରୀଟି ମଧ୍ୟ ମଲା ।
Odia BSI (ପବିତ୍ର ବାଇବଲ (CL) NT (BSI))
ସର୍ବଶେଷରେ ସ୍ତ୍ରୀଟି ମଧ୍ୟ ମରିଗଲା।
Odia Bible ERV 2004 (ପବିତ୍ର ବାଇବଲ)
ଶେଷରେ ସେହି ସ୍ତ୍ରୀଟି ମଧ୍ୟ ମରିଗଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଶେଷରେ ସ୍ତ୍ରୀଟି ମଧ୍ୟ ମଲା।
Odia IRV 2017 (ଓଡିଆ ବାଇବେଲ)
ଶେଷରେ ସ୍ତ୍ରୀଟି ମଧ୍ୟ ମଲା ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಆಕ್ರಿಕ್, ತಿ ಬಾಯ್ಕೊಮನುಸ್‍ಬಿ ಮರ್ಲಿ.