Luke 20:33 — Compare Translations
7 translations compared side by side
Odia - 1840
"ସାତ ଭାଇଯାକ ତାକୁ ବିବାହ କରିଥିଲେ। ତବେେ ଯେତବେେଳେ ଲୋକେ ମୃତ୍ଯୁରୁ ପୁଣି ଜୀବନ ନପାଇ ଉଠିବେ, ସେତବେେଳେ ଏହି ସ୍ତ୍ରୀଟି କାହାର ପତ୍ନୀ ହବେ?"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତେବେ, ପୁନରୁତ୍ଥାନରେ ସେମାନଙ୍କ ମଧ୍ୟରୁ ସେ କାହାର ସ୍ତ୍ରୀ ହେବ? ସାତ ଜଣଯାକ ତ ତାହାକୁ ବିବାହ କରିଥିଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଯେତେବେଳେ ମୃତମାନେ ଜୀବିତ ହୋଇ ଉଠିବେ, ସେ କାହାର ସ୍ତ୍ରୀ ହେବ? ସାତ ଜଣ ତ ତାକୁ ବିବାହ କରିଥିଲେ।”
Odia Bible ERV 2004 (ପବିତ୍ର ବାଇବଲ)
ସାତ ଭାଇଯାକ ତାକୁ ବିବାହ କରିଥିଲେ। ତେବେ ଯେତେବେଳେ ଲୋକେ ମୃତ୍ୟୁରୁ ପୁଣି ଜୀବନ ନ ପାଇ ଉଠିବେ, ସେତେବେଳେ ଏହି ସ୍ତ୍ରୀଟି କାହାର ପତ୍ନୀ ହେବ?”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତେବେ ପୁନରୁତ୍ଥାନରେ ସେମାନଙ୍କ ମଧ୍ୟରୁ ସେ କାହାର ସ୍ତ୍ରୀ ହେବ? ସାତ ଜଣଯାକ ତ ତାହାକୁ ବିବାହ କରିଥିଲେ।
Odia IRV 2017 (ଓଡିଆ ବାଇବେଲ)
ତେବେ ପୁନରୁତ୍ଥାନରେ ସେମାନଙ୍କ ମଧ୍ୟରୁ ସେ କାହାର ସ୍ତ୍ରୀ ହେବ? ସାତ ଜଣଯାକ ତ ତାହାକୁ ବିବାହ କରିଥିଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತರ್ ಅತ್ತಾ, “ಮರಲ್ಲೆ ಸಗ್ಳೆ ಜಾನಾ ಝಿತ್ತೆ ಹೊವ್ನ್ ಉಟುನ್ ಯೆಲ್ಲ್ಯಾ ತನ್ನಾ ತಿ ಬಾಯ್ಕೊಮನುಸ್ ಕೊನಾಚಿ ಬಾಯ್ಕೊ ಹೊತಾ? ಕಶ್ಯಾಕ್ ಮಟ್ಲ್ಯಾರ್ ಸತ್ಜಾನಾಬಿ ತಿಚೆಕ್ಡೆ ಲಗಿನ್ ಹೊಲ್ಲೆ?” ಮನುನ್ ಇಚಾರ್ಲ್ಯಾನಿ.
Recommended Reading