Luke 20:37 — Compare Translations
7 translations compared side by side
Odia - 1840
"ମାଶାେ ସ୍ପଷ୍ଟ ଭାବରେ ଦେଖଇେ ଦଇେଛନ୍ତି ଯେ ଲୋକେ ମୃତ୍ଯୁରୁ ପୁଣି ବଞ୍ଚି ଉଠନ୍ତି। ମାଶାେ ଯେତବେେଳେ 'ଜ୍ବଳନ୍ତବୁଦା' ବିଷୟ ରେ ଲେଖିଲେ, ସେ କହିଥିଲେ ଯେ, 'ପ୍ରଭୁ(ପରମେଶ୍ବର) ହେଉଛନ୍ତି ଅବ୍ରହାମଙ୍କ ପରମେଶ୍ବର, ୟିସ୍ହାକଙ୍କ ପରମେଶ୍ବର, ଓ ଯାକୁବଙ୍କ ପରମେଶ୍ବର'"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ମାତ୍ର ମୃତମାନେ ଯେ ଉତ୍ଥିତ ହୁଅନ୍ତି, ଏହା ମୋଶା ମଧ୍ୟ ବୁଦାର ବୃତ୍ତାନ୍ତରେ ପ୍ରଭୁଙ୍କୁ ଅବ୍ରହାମଙ୍କ ଈଶ୍ଵର, ଇସ୍ହାକଙ୍କ ଈଶ୍ଵର ଓ ଯାକୁବଙ୍କ ଈଶ୍ଵର ବୋଲି କହି ସୂଚନା ଦେଇଅଛନ୍ତି ।
Odia BSI (ପବିତ୍ର ବାଇବଲ (CL) NT (BSI))
ମୋଶା ସ୍ପଷ୍ଟରୂପେ ପ୍ରମାଣ କରି ଦେଇଛନ୍ତି ଯେ ମୃତମାନଙ୍କର ଉତ୍ଥାନ ହୁଏ। ଜଳନ୍ତା ବୁଦା ବିଷୟ ବର୍ଣ୍ଣନା ହୋଇଥିବା ଶାସ୍ତ୍ରାଂଶରେ ମୋଶା ପ୍ରଭୁଙ୍କୁ ‘ଅବ୍ରାହମଙ୍କ ଈଶ୍ୱର, ଯିସାହକଙ୍କ ଈଶ୍ୱର ଓ ଯାକୁବଙ୍କ ଈଶ୍ୱର’ ବୋଲି ଉଲ୍ଲେଖ କରିଛନ୍ତି।
Odia Bible ERV 2004 (ପବିତ୍ର ବାଇବଲ)
ମୋଶା ସ୍ପଷ୍ଟ ଭାବରେ ଦେଖେଇ ଦେଇଛନ୍ତି ଯେ ଲୋକେ ମୃତ୍ୟୁରୁ ପୁଣି ବଞ୍ଚି ଉଠନ୍ତି। ମୋଶା ଯେତେବେଳେ ‘ଜ୍ୱଳନ୍ତବୁଦା’ ବିଷୟରେ ଲେଖିଲେ, ସେ କହିଥିଲେ ଯେ, ‘ପ୍ରଭୁ (ପରମେଶ୍ୱର) ହେଉଛନ୍ତି ଅବ୍ରହାମଙ୍କ ପରମେଶ୍ୱର, ଇସ୍ହାକଙ୍କ ପରମେଶ୍ୱର, ଓ ଯାକୁବଙ୍କ ପରମେଶ୍ୱର’
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ମାତ୍ର ମୃତମାନେ ଯେ ଉଠିବେ, ଏହା ମୋଶା ମଧ୍ୟ ବୁଦାର ଘଟଣାରେ ପ୍ରଭୁଙ୍କୁ ‘ଅବ୍ରହାମଙ୍କ ଈଶ୍ବର, ଇସ୍ହାକଙ୍କ ଈଶ୍ବର ଓ ଯାକୁବଙ୍କ ଈଶ୍ବର’ ବୋଲି କହି ସୂଚନା ଦେଇଅଛନ୍ତି।
Odia IRV 2017 (ଓଡିଆ ବାଇବେଲ)
ମାତ୍ର ମୃତମାନେ ଯେ ଉଠିବେ, ଏହା ମୋଶା ମଧ୍ୟ ବୁଦାର ଘଟଣାରେ ପ୍ରଭୁଙ୍କୁ ଅବ୍ରାହାମଙ୍କ ଈଶ୍ୱର, ଇସ୍ହାକଙ୍କ ଈଶ୍ୱର ଓ ଯାକୁବଙ୍କ ଈଶ୍ୱର ବୋଲି କହି ସୂଚନା ଦେଇଅଛନ୍ତି ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಮೊಯ್ಜೆ ಮರಲ್ಲಿ ಮಾನ್ಸಾ ಪರ್ತುನ್ ಝಿತ್ತಿ ಹೊತ್ಯಾತ್ ಮನುನ್ ಬರಬ್ಬರ್ ದಾಕ್ವುನ್ ದಿತಾ, ಕಶ್ಯಾಕ್ ಮಟ್ಲ್ಯಾರ್ ಜಳ್ತಲ್ಯಾ ಝಿಳಿಚ್ಯಾ ವಿಶಯಾತ್ ಬಗ್ತಾನಾ, ಥೈ ದೆವಾಚ್ಯಾ ವಿಶಯಾತ್, ಅಬ್ರಾಹಾಮಾಚೊ ದೆವ್ ಇಸಾಕಾಚೊ ದೆವ್, ಅನಿ ಜಾಕೊಬಾಚೊ ದೆವ್” ಮನುನ್ ಮನ್ತಾ.