Luke 20:4 — Compare Translations

7 translations compared side by side

Odia - 1840
"ଯେତବେେଳେ ଯୋହନ ଲୋକମାନଙ୍କୁ ବାପ୍ତିସ୍ମ ଦେଲେ, ତାହା ପରମେଶ୍ବରଙ୍କଠାରୁ ଆସିଥିଲା ନା ମଣିଷଠାରୁ ଆସିଥିଲା?"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଯୋହନଙ୍କର ବାପ୍ତିସ୍ମ।।।ସ୍ଵର୍ଗରୁ ନା ମନୁଷ୍ୟଠାରୁ ହେଲା?
Odia BSI (ପବିତ୍ର ବାଇବଲ (CL) NT (BSI))
ମୋତେ କୁହ, ଯୋହନଙ୍କ ଜଳଦୀକ୍ଷା ଦେବାର ଅଧିକାର ଈଶ୍ୱରଙ୍କଠାରୁ ନା ମନୁଷ୍ୟଠାରୁ ମିଳିଥିଲା?”
Odia Bible ERV 2004 (ପବିତ୍ର ବାଇବଲ)
ଯେତେବେଳେ ଯୋହନ ଲୋକମାନଙ୍କୁ ବାପ୍ତିସ୍ମ ଦେଲେ, ତାହା ପରମେଶ୍ୱରଙ୍କଠାରୁ ଆସିଥିଲା ନା ମଣିଷଠାରୁ ଆସିଥିଲା?”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଯୋହନଙ୍କର ବାପ୍ତିସ୍ମ ସ୍ୱର୍ଗରୁ ନା ମନୁଷ୍ୟଠାରୁ ଥିଲା?”
Odia IRV 2017 (ଓଡିଆ ବାଇବେଲ)
ଯୋହନଙ୍କର ବାପ୍ତିସ୍ମ ସ୍ୱର୍ଗରୁ ନା ମନୁଷ୍ୟଠାରୁ ହେଲା?
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಜುವಾಂವಾಕ್ ಬಾಲ್ತಿಮ್ ದಿತಲೊ ಅದಿಕಾರ್ ದೆವಾಕ್ನಾ ಯೆಲ್ಲೊ ಕಾಯ್ ಮಾನ್ಸಾಕ್ನಾ ಯೆಲ್ಲೊ?”