Luke 20:46 — Compare Translations

7 translations compared side by side

Odia - 1840
"ଧର୍ମଶାସ୍ତ୍ରୀମାନଙ୍କଠାରୁ ସାବଧାନ ରୁହ। ମାନ୍ଯଗଣ୍ଯ ବ୍ଯକ୍ତିଙ୍କ ପରି ପୋଷାକପତ୍ର ପିନ୍ଧି ବୁଲାବୁଲି କରିବାକୁ ସମାନେେ ଚାହାଁନ୍ତି। ହାଟବଜାର ରେ ଲୋକେ ତାହାଙ୍କୁ ସମ୍ମାନ ଦଖାେନ୍ତୁ ବୋଲି ସମାନେେ ଭଲପାଆନ୍ତି। ଯିହୂଦୀ ସମାଜଗୃହମାନଙ୍କ ରେ ସବୁଠାରୁ ଶ୍ ରେଷ୍ଠ ଆସନଗୁଡିକ ପାଇବାକୁ ସମାନେେ ଭଲ ପାଆନ୍ତି। ଭୋଜିମାନଙ୍କ ରେ ସବୁଠାରୁ ପ୍ରଧାନ ଆସନ ରେ ବସିବାକୁ ସମାନେେ ଭଲ ପାଆନ୍ତି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଶାସ୍ତ୍ରୀମାନଙ୍କଠାରୁ ସାବଧାନ! ସେମାନେ ଦୀର୍ଘ ବସନ ପରିଧାନ କରି ଭ୍ରମଣ କରିବାକୁ, ପୁଣି ହାଟବଜାରରେ ନମସ୍କାର, ସମାଜଗୃହରେ ପ୍ରଧାନ ଆସନ ଓ ଭୋଜିରେ ପ୍ରଧାନ ସ୍ଥାନ ଭଲ ପାଆନ୍ତି;
Odia BSI (ପବିତ୍ର ବାଇବଲ (CL) NT (BSI))
“ଧର୍ମଗୁରୁମାନଙ୍କ ପ୍ରତି ସାବଧାନ, ସେମାନେ ସେମାନଙ୍କର ଦୀର୍ଘ ପୋଷାକ ପିନ୍ଧି ବୁଲିବାକୁ ଓ ବଜାରମାନଙ୍କରେ ଭକ୍ତିପୂର୍ଣ୍ଣ ନମସ୍କାର ଗ୍ରହଣ କରିବାକୁ ଭଲ ପାଆନ୍ତି; ସେମାନେ ଉପାସନା ଗୃହରେ ଓ ଭୋଜିମାନଙ୍କରେ ପ୍ରଧାନ ଆସନ ବାଛି ନିଅନ୍ତି।
Odia Bible ERV 2004 (ପବିତ୍ର ବାଇବଲ)
“ଧର୍ମଶାସ୍ତ୍ରୀମାନଙ୍କଠାରୁ ସାବଧାନ ରୁହ। ମାନ୍ୟଗନ୍ୟ ବ୍ୟକ୍ତିଙ୍କ ପରି ପୋଷାକପତ୍ର ପିନ୍ଧି ବୁଲାବୁଲି କରିବାକୁ ସେମାନେ ଗ୍ଭହାନ୍ତି। ହାଟବଜାରରେ ଲୋକେ ତାହାଙ୍କୁ ସମ୍ମାନ ଦେଖାନ୍ତୁ ବୋଲି ସେମାନେ ଭଲ ପାଆନ୍ତି। ଯିହୂଦୀ ସମାଜଗୃହମାନଙ୍କରେ ସବୁଠାରୁ ଶ୍ରେଷ୍ଠ ଆସନଗୁଡ଼ିକ ପାଇବାକୁ ସେମାନେ ଭଲ ପାଆନ୍ତି। ଭୋଜିମାନଙ୍କରେ ସବୁଠାରୁ ପ୍ରଧାନ ଆସନରେ ବସିବାକୁ ସେମାନେ ଭଲ ପାଆନ୍ତି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
“ଶାସ୍ତ୍ରୀମାନଙ୍କଠାରୁ ସାବଧାନ! ସେମାନେ ଲମ୍ବା ବସ୍ତ୍ର ପିନ୍ଧି ବୁଲିବାକୁ, ପୁଣି, ହାଟବଜାରରେ ନମସ୍କାର, ସମାଜଗୃହରେ ପ୍ରଧାନ ଆସନ ଓ ଭୋଜିରେ ପ୍ରଧାନ ସ୍ଥାନ ପାଇବାକୁ ଭଲ ପାଆନ୍ତି;
Odia IRV 2017 (ଓଡିଆ ବାଇବେଲ)
ଶାସ୍ତ୍ରୀମାନଙ୍କଠାରୁ ସାବଧାନ! ସେମାନେ ଲମ୍ବା ପୋଷାକ ପିନ୍ଧି ବୁଲିବାକୁ, ପୁଣି, ହାଟବଜାରରେ ନମସ୍କାର, ସମାଜଗୃହରେ ପ୍ରଧାନ ଆସନ ଓ ଭୋଜିରେ ପ୍ରଧାନ ସ୍ଥାନ ପାଇବାକୁ ଭଲ ପାଆନ୍ତି;
Odia NTS2024 2024 (ದೆವಾಚಿ ಖರಿ ಖಬರ್)
“ಖಾಯ್ದೆ ಶಿಕ್ವುತಲ್ಯಾಂಚ್ಯಾ ವಿಶಯಾತ್ ಉಶಾರ್ಕಿನ್ ರಾವಾ, ಲಾಂಬ್-ಲಾಂಬ್ಲ್ಯಾ ಅಂಗಿಯಾ ನೆಸುನ್ ಫಿರುಕ್, ಅನಿ ಬಾಜಾರಾತ್ನಿ ಲೊಕಾನಿಕ್ನಾ ನಮಸ್ಕಾರ್ ಕರುನ್ ಘೆವ್ಕ್ ತೆಂಕಾ ಲೈ ಕುಶಿ. ಸಿನಾಗೊಗಾತ್ನಿ ತೆಂಕಾ ಬರೆ-ಬರೆ ಜಾಗೆ ಪಾಜೆ, ಅನಿ ಸನಾಚ್ಯಾ ಜೆವ್ನಾಕ್ ಯೆಲ್ಲ್ಯಾ ತನ್ನಾಬಿ ಬರೆ-ಬರೆ ಜಾಗೆ ತೆಂಕಾ ಪಾಜೆ;