Luke 21:1 — Compare Translations

7 translations compared side by side

Odia - 1840
"ଯୀଶୁ ଦେଖିଲେ ଯେ କେତକେ ଧନୀଲୋକ ମନ୍ଦିରର ଦାନବାକ୍ସ ରେ ପରମେଶ୍ବରଙ୍କ ପାଇଁ ଦାନ ଦେଉଛନ୍ତି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏଥିଉତ୍ତାରେ ସେ ଦୃଷ୍ଟିପାତ କରି ଧନୀ ଲୋକମାନଙ୍କୁ ଭଣ୍ତାରରେ ଆପଣା ଆପଣା ଦାନ ପକାଉଥିବା ଦେଖିଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଯୀଶୁ ଚାରି ଆଡ଼କୁ ଚାହିଁ ଧନୀ ଲୋକମାନଙ୍କୁ ମନ୍ଦିରର ଦାନ ସଂଗ୍ରହ ବାକ୍ସରେ ଦାନ ପକାଉ ଥିବାର ଦେଖିଲେ,
Odia Bible ERV 2004 (ପବିତ୍ର ବାଇବଲ)
ପ୍ରକୃତ ଦାନ ଯୀଶୁ ଦେଖିଲେ ଯେ କେତେକ ଧନୀଲୋକ ମନ୍ଦିରର ଦାନବାକ୍ସରେ ପରମେଶ୍ୱରଙ୍କ ପାଇଁ ଦାନ ଦେଉଛନ୍ତି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏହାପରେ ଯୀଶୁ ଦୃଷ୍ଟିପାତ କରି ଧନୀ ଲୋକମାନଙ୍କୁ ଭଣ୍ଡାରରେ ନିଜ ନିଜର ଦାନ ପକାଉଥିବା ଦେଖିଲେ।
Odia IRV 2017 (ଓଡିଆ ବାଇବେଲ)
ଏହାପରେ ଯୀଶୁ ଦୃଷ୍ଟିପାତ କରି ଧନୀ ଲୋକମାନଙ୍କୁ ଦାନ ସଂଗ୍ରହ ବାକ୍ସରେ ନିଜ ନିଜର ଦାନ ପକାଉଥିବା ଦେଖିଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಜೆಜುನ್ ಭೊತ್ಯಾನಿ ಬಗಟ್ಲ್ಯಾನ್, ತನ್ನಾ ಸಾವ್ಕಾರ್ ಲೊಕಾ ಅಪ್ನಾಚಿ ಕಾನಿಕ್ ದೆವಾಚ್ಯಾ ಗುಡಿಚ್ಯಾ ಕಾನಿಕಾಚ್ಯಾ ಡಬ್ಬ್ಯಾತ್ ಘಾಲುಲಾಗಲ್ಲಿ.