Luke 21:26 — Compare Translations
7 translations compared side by side
Odia - 1840
"ସଂସାରକୁ ମାଡି ଆସୁଥିବା ବିପଦକୁ ଚିନ୍ତା କରି ଲୋକେ ଭୟ ରେ ମୂର୍ଚ୍ଛିତ ହାଇଯେିବେ। ଆକାଶ ମଣ୍ଡଳର ପ୍ରେତ୍ୟକକ ବିଷୟ ବଦଳି ୟିବ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି ଜଗତ ଉପରେ ଆସୁଥିବା ଘଟଣା ସବୁକୁ ଅପେକ୍ଷା କରି ଲୋକେ ମୂର୍ଚ୍ଛିତ ହେବେ, କାରଣ ଆକାଶ-ମଣ୍ତଳର ଶକ୍ତିସମୂହ ବିଚଳିତ ହେବେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ସମଗ୍ର ପୃଥିବୀ ଉପରେ ଯାହା ଘଟିବାକୁ ଯାଉଛି, ତା’ର ଆଶଙ୍କାରେ ଲୋକମାନେ ଭୟରେ ମୂର୍ଚ୍ଛିତ ହେବେ, କାରଣ ମହାକାଶର ଜ୍ୟୋତିଷ୍କଗୁଡ଼ିକ କକ୍ଷଚ୍ୟୁତ ହେବେ।
Odia Bible ERV 2004 (ପବିତ୍ର ବାଇବଲ)
ସଂସାରକୁ ମାଡ଼ି ଆସୁଥିବା ବିପଦକୁ ଚିନ୍ତା କରି ଲୋକେ ଭୟରେ ମୂର୍ଚ୍ଛିତ ହୋଇଯିବେ। ଆକାଶ ମଣ୍ଡଳର ପ୍ରତ୍ୟେକ ବିଷୟ ବଦଳି ଯିବ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ଜଗତ ଉପରେ ଆସୁଥିବା ଘଟଣା ସବୁକୁ ଅପେକ୍ଷା କରି ଲୋକେ ମୂର୍ଚ୍ଛିତ ହେବେ, କାରଣ ଆକାଶମଣ୍ଡଳର ଶକ୍ତିସମୂହ ବିଚଳିତ ହେବ।
Odia IRV 2017 (ଓଡିଆ ବାଇବେଲ)
ପୁଣି, ଜଗତ ଉପରେ ଆସୁଥିବା ଘଟଣା ସବୁକୁ ଅପେକ୍ଷା କରି ଲୋକେ ମୂର୍ଚ୍ଛିତ ହେବେ, କାରଣ ଆକାଶମଣ୍ଡଳର ଶକ୍ତିସମୂହ ବିଚଳିତ ହେବେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಮಳ್ಬಾತ್ಲಿ ತಾಕ್ತಿಯಾ ತೆಂಚೊ-ತೆಂಚೊ ಜಾಗೊ ಸೊಡುನ್ ಹಾಲ್ತ್ಯಾತ್ ಸಗ್ಳ್ಯಾ ಜಿಮ್ನಿರ್ ಕಸ್ಲೊ ಸಂಕಟ್ ಯೆವ್ಲಾ ತೆ ಬಗುನ್ ಸಗ್ಳಿ ಲೊಕಾ ಘಾಬ್ರುನ್ ಜಾತ್ಯಾತ್.