Luke 21:5 — Compare Translations

7 translations compared side by side

Odia - 1840
"କେତକେ ଶିଷ୍ଯ ମନ୍ଦିର ବିଷୟ ରେ କଥାବାର୍ତ୍ତା ହେଉଥିଲେ। ସମାନେେ କହିଲେ, ଏହା ଗୋଟିଏ ସୁନ୍ଦର ମନ୍ଦିର। ଏହା ସବୁଠାରୁ ଭଲ ପଥର ରେ ତିଆରି ହାଇେଛି। ଦେଖ ପରମେଶ୍ବରଙ୍କୁ କିପରି ଭଲଭଲ ଦାନ ଅର୍ପଣ କରା ଯାଇଛି!"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ, କେହି କେହି ମନ୍ଦିରଟି ସୁନ୍ଦର ସୁନ୍ଦର ପ୍ରସ୍ତର ଓ ଦାନପଦାର୍ଥ-ସମୂହରେ ସୁଶୋଭିତ ହୋଇଅଛି ବୋଲି କହିବାରୁ ସେ କହିଲେ,
Odia BSI (ପବିତ୍ର ବାଇବଲ (CL) NT (BSI))
କେତେକ ଶିଷ୍ୟ ମନ୍ଦିର ବିଷୟରେ ଆଲୋଚନା କରୁଥିଲେ। ସେମାନେ କହୁଥିଲେ, “ତହିଁରେ ଖଚିତ ମନୋରମ ପ୍ରସ୍ତର ଓ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଅର୍ପିତ ଉପହାରଗୁଡ଼ିକ ସହ ମନ୍ଦିରଟି କେଡ଼େ ସୁନ୍ଦର ଦିଶୁଛି!” ଯୀଶୁ କହିଲେ,
Odia Bible ERV 2004 (ପବିତ୍ର ବାଇବଲ)
ମନ୍ଦିରର ଧ୍ୱଂସ କେତେକ ଶିଷ୍ୟ ମନ୍ଦିର ବିଷୟରେ କଥାବାର୍ତ୍ତା ହେଉଥିଲେ। ସେମାନେ କହିଲେ, “ଏହା ଗୋଟିଏ ସୁନ୍ଦର ମନ୍ଦିର। ଏହା ସବୁଠାରୁ ଭଲ ପଥରରେ ତିଆରି ହୋଇଛି। ଦେଖ ପରମେଶ୍ୱରଙ୍କୁ କିପରି ଭଲଭଲ ଦାନ ଅର୍ପଣ କରାଯାଇଛି!”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ କେହି କେହି ମନ୍ଦିରଟି ସୁନ୍ଦର ସୁନ୍ଦର ପଥର ଓ ଦାନ ପଦାର୍ଥ ସମୂହରେ ସୁସଜ୍ଜିତ ହୋଇଅଛି ବୋଲି କହିବାରୁ ଯୀଶୁ କହିଲେ,
Odia IRV 2017 (ଓଡିଆ ବାଇବେଲ)
ଆଉ କେହି କେହି ମନ୍ଦିରଟି ସୁନ୍ଦର ସୁନ୍ଦର ପଥର ଓ ଦାନ ପଦାର୍ଥ ସମୂହରେ ସୁସଜ୍ଜିତ ହୋଇଅଛି ବୋଲି କହିବାରୁ ଯୀଶୁ କହିଲେ,
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಎಕ್ ಉಲ್ಲಿ ಶಿಸಾ ದೆವಾಚ್ಯಾ ಗುಡಿಚ್ಯಾ ವಿಶಯಾತ್ ಬೊಲುಲಾಗಲ್ಲಿ, ಬರ್‍ಯಾ-ಬರ್‍ಯಾ ಗುಂಡ್ಯಾನ್ ಭಾಂದಲ್ಲೆ ಹೆ ಭಾಂದಾಪ್ ಕವ್ಡೆ ಬರೆ ದಿಸ್ತಾ, ಅನಿ ದೆವಾಕ್ ಭೆಟ್ಟಲ್ಲಿ ಕಾನಿಕಾ ಬಗಟ್ಲ್ಯಾರ್ ಬರೆ ದಿಸ್ತಾ ಮನುನ್ ತೆನಿ ಬೊಲುಲಾಗಲ್ಲೆ. ತನ್ನಾ ಜೆಜುನ್ ತೆಂಕಾ.