Luke 22:10 — Compare Translations

7 translations compared side by side

Odia - 1840
"ଶୁଣ! ତୁମ୍ଭମାନେେ ନଗର ଭିତରକୁ ୟିବା ପରେ ଜଣେ ଲୋକକୁ ପାଣି ମାଠିଆଟିଏ ନଇେ ଯାଉଥିବାର ଦେଖିବ। ତୁମ୍ଭମାନେେ ତା ପେଛ ପେଛ ୟିବ। ସେ ଗୋଟିଏ ଘର ଭିତରକୁ ୟିବ। ତୁମ୍ଭମାନେେ ତା' ସହିତ ୟିବ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେ ସେମାନଙ୍କୁ କହିଲେ, ଦେଖ, ତୁମ୍ଭେମାନେ ନଗରରେ ପ୍ରବେଶ କରନ୍ତେ, ଜଳକୁମ୍ଭ ଘେନିଯାଉଥିବା ଜଣେ ଲୋକ ତୁମ୍ଭମାନଙ୍କୁ ଭେଟିବ; ସେ ଯେଉଁ ଗୃହରେ ପ୍ରବେଶ କରିବ, ତାହାର ପଛେ ପଛେ ସେହି ଗୃହକୁ ଯାଇ ଗୃହର କର୍ତ୍ତାଙ୍କୁ କହିବ,
Odia BSI (ପବିତ୍ର ବାଇବଲ (CL) NT (BSI))
ସେ ଉତ୍ତର ଦେଲେ, “ତୁମ୍ଭେ ନଗର ମଧ୍ୟକୁ ଯିବା ସମୟରେ ମାଟିପାତ୍ରରେ ପାଣି ବୋହି ନେଇ ଯାଉଥିବା ଜଣେ ଲୋକ ତୁମ୍ଭମାନଙ୍କୁ ଭେଟିବ। ସେ ଯେଉଁ ଘରେ ପ୍ରବେଶ କରିବ,
Odia Bible ERV 2004 (ପବିତ୍ର ବାଇବଲ)
“ଶୁଣ! ତୁମ୍ଭେମାନେ ନଗର ଭିତରକୁ ଯିବା ପରେ ଜଣେ ଲୋକକୁ ପାଣି ମାଠିଆଟିଏ ନେଇ ଯାଉଥିବାର ଦେଖିବ। ତୁମ୍ଭେମାନେ ତା’ ପଛେ ପଛେ ଯିବ। ସେ ଗୋଟିଏ ଘର ଭିତରକୁ ଯିବ। ତୁମ୍ଭେମାନେ ତା’ ସହିତ ଯିବ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଯୀଶୁ ସେମାନଙ୍କୁ କହିଲେ, “ଦେଖ, ତୁମ୍ଭେମାନେ ନଗରରେ ପ୍ରବେଶ କରନ୍ତେ ଜଳକୁମ୍ଭ ଘେନି ଯାଉଥିବା ଜଣେ ଲୋକ ତୁମ୍ଭମାନଙ୍କୁ ଭେଟିବ; ସେ ଯେଉଁ ଗୃହରେ ପ୍ରବେଶ କରିବ, ତାହାର ପଛେ ପଛେ ଯାଇ ଗୃହର କର୍ତ୍ତାଙ୍କୁ କହିବ,
Odia IRV 2017 (ଓଡିଆ ବାଇବେଲ)
ଯୀଶୁ ସେମାନଙ୍କୁ କହିଲେ, ଦେଖ, ତୁମ୍ଭେମାନେ ନଗରରେ ପ୍ରବେଶ କରନ୍ତେ ପାଣି ମାଠିଆ ଘେନି ଯାଉଥିବା ଜଣେ ଲୋକ ତୁମ୍ଭମାନଙ୍କୁ ଭେଟିବ; ସେ ଯେଉଁ ଗୃହରେ ପ୍ରବେଶ କରିବ, ତାହାର ପଛେ ପଛେ ଯାଇ ଗୃହର କର୍ତ୍ତାଙ୍କୁ କହିବ,
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತನ್ನಾ ಜೆಜುನ್ “ತುಮಿ ಶಾರಾತ್ ಭುತ್ತುರ್ ಗೆಲ್ಲ್ಯಾ ತನ್ನಾ, ಎಕ್ ಬಿಂದ್ಗೊ ಪಾನಿ ಅಪ್ನಾಚ್ಯಾ ಖಾಂಜಾರ್ ವಾವುನ್ ಘೆವ್ನ್ ಜಾತಲೊ ಮಾನುಸ್ ತುಮ್ಕಾ ಗಾವ್ತಾ. ತೊ ಖಲ್ಯಾ ಘರಾತ್ ಜಾತಾ ತ್ಯಾ ಘರಾಕ್ ತೆಚ್ಯಾ ಫಾಟ್ನಾಚ್ ಜಾಂವಾ”,