Luke 22:11 — Compare Translations

7 translations compared side by side

Odia - 1840
"ତୁମ୍ଭମାନେେ ଘରମାଲିକଙ୍କୁ ପଚାରିବ, 'ଗୁରୁ ପଚାରୁଛନ୍ତି ଯେ ସେ ଓ ତାହାଙ୍କର ଶିଷ୍ଯମାନେ ନିସ୍ତାର ପର୍ବର ଖାଦ୍ୟ ଯେଉଁ ଠା ରେ ଖାଇବେ, ତୁମ୍ଭେ ତାହା ଆମ୍ଭକୁ ଦଖାଇେ ଦିଅ।'"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଗୁରୁ ଆପଣଙ୍କୁ ପଚାରୁ ଅଛନ୍ତି, ମୁଁ ମୋହର ଶିଷ୍ୟମାନଙ୍କ ସହିତ ଯେଉଁଠାରେ ନିସ୍ତାର ପର୍ବର ଭୋଜ ପାଳନ କରିବି, ସେହି ଅତିଥିଶାଳା କାହିଁ?
Odia BSI (ପବିତ୍ର ବାଇବଲ (CL) NT (BSI))
ତୁମେ ତା’ ପଛରେ ସେହି ଘରର ମାଲିକକୁ କୁହ: ‘ଗୁରୁ ଆପଣଙ୍କ ପାଖକୁ ଏହି ଖବର ପଠାଇଛନ୍ତି, ମୁଁ ଓ ମୋର ଶିଷ୍ୟମାନେ କେଉଁ କୋଠରୀରେ ନିସ୍ତାର ପର୍ବ ପାଳନ କରିବୁ?’
Odia Bible ERV 2004 (ପବିତ୍ର ବାଇବଲ)
ତୁମ୍ଭେମାନେ ଘରମାଲିକଙ୍କୁ ପଗ୍ଭରିବ, ‘ଗୁରୁ ପଗ୍ଭରୁଛନ୍ତି ଯେ ସେ ଓ ତାହାଙ୍କର ଶିଷ୍ୟମାନେ ନିସ୍ତାରପର୍ବର ଖାଦ୍ୟ ଯେଉଁଠାରେ ଖାଇବେ, ତୁମ୍ଭେ ତାହା ଆମ୍ଭକୁ ଦେଖାଇ ଦିଅ।’
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
‘ଗୁରୁ ଆପଣଙ୍କୁ ପଚାରୁଅଛନ୍ତି, ମୁଁ ମୋହର ଶିଷ୍ୟମାନଙ୍କ ସହିତ ଯେଉଁଠାରେ ନିସ୍ତାର ପର୍ବର ଭୋଜ ପାଳନ କରିବି, ସେହି ଅତିଥିଶାଳା କାହିଁ?’
Odia IRV 2017 (ଓଡିଆ ବାଇବେଲ)
'ଗୁରୁ ଆପଣଙ୍କୁ ପଚାରୁଅଛନ୍ତି, ମୁଁ ମୋହର ଶିଷ୍ୟମାନଙ୍କ ସହିତ ଯେଉଁଠାରେ ନିସ୍ତାର ପର୍ବର ଭୋଜ ପାଳନ କରିବି, ସେହି ଅତିଥିଶାଳା କାହିଁ"?
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅನಿ ತ್ಯಾ ಘರ್‍ಚ್ಯಾ ವಡಿಲಾಕ್ “ಮಾಜಿ ಶಿಸಾ, ಅನಿ ಮಿಯಾ ಪಾಸ್ಕಾಚೆ ಜೆವಾನ್ ಜೆವ್ತಲಿ ಖೊಲಿ ಖೈ ಹಾಯ್? ಮನುನ್. ಗುರುಜಿನ್‍ ಇಚಾರ್ಲ್ಯಾನಾಯ್”, ಮನುನ್ ಸಾಂಗಾ.