Luke 22:21 — Compare Translations

7 translations compared side by side

Odia - 1840
"ଯୀଶୁ କହିଲେ, ତୁମ୍ଭମାନଙ୍କ ଭିତରୁ ଜଣେ ଶୀଘ୍ର ମାେ ପ୍ରତି ବିଶ୍ବାସଘାତକତା କରିବ। ତାର ହାତ ମାେ ହାତ ପାଖ ରେ ଏହି ଟବେୁଲ ଉପରେ ଅଛି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କିନ୍ତୁ ଦେଖ, ଯେ ମୋତେ ଶତ୍ରୁହସ୍ତରେ ସମର୍ପଣ କରୁଅଛି, ତାହାର ହସ୍ତ ମୋʼ ସହିତ ମେଜ ଉପରେ ଅଛି ।
Odia BSI (ପବିତ୍ର ବାଇବଲ (CL) NT (BSI))
“କିନ୍ତୁ ଦେଖ! ଯେ ମୋ’ ପ୍ରତି ବିଶ୍ୱାସଘାତକତା କରିବ, ସେ ଏହି ମେଜ ପାଖରେ ମୋ’ ସହିତ ଏଠାରେ ଅଛି!
Odia Bible ERV 2004 (ପବିତ୍ର ବାଇବଲ)
କିଏ ଯୀଶୁଙ୍କ ବିରୁଦ୍ଧରେ ଉଠିବ? ଯୀଶୁ କହିଲେ, “ତୁମ୍ଭମାନଙ୍କ ଭିତରୁ ଜଣେ ଶୀଘ୍ର ମୋ’ ପ୍ରତି ବିଶ୍ୱାସଘାତକତା କରିବ। ତା’ର ହାତ ମୋ’ ହାତ ପାଖରେ ଏହି ଟେବୁଲ ଉପରେ ଅଛି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କିନ୍ତୁ ଦେଖ, ଯେ ମୋତେ ଶତ୍ରୁ ହସ୍ତରେ ସମର୍ପଣ କରୁଅଛି, ତାହାର ହସ୍ତ ମୋʼ ସହିତ ମେଜ ଉପରେ ଅଛି।
Odia IRV 2017 (ଓଡିଆ ବାଇବେଲ)
କିନ୍ତୁ ଦେଖ, ଯେ ମୋତେ ଶତ୍ରୁ ହସ୍ତରେ ସମର୍ପଣ କରୁଅଛି, ତାହାର ହସ୍ତ ମୋ' ସହିତ ମେଜ ଉପରେ ଅଛି ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
“ಖರೆ, ಬಗಾ! ಮಾಕಾ ಘಾತ್ ಕರುನ್ ಧರುನ್ ದಿತಲೊ, ಹಿತ್ತೆಚ್ ಜೆವ್ನಾಚ್ಯಾ ಬೈಟಕಿ ವರ್‍ತಿ ಮಾಜ್ಯಾ ವಾಂಗ್ಡಾ ಬಸಲ್ಲೊ ಹಾಯ್!