Luke 22:28 — Compare Translations

7 translations compared side by side

Odia - 1840
"ଅନକେ ବାଧାବିଘ୍ନ ଭିତର ଦଇେ ତୁମ୍ଭମାନେେ ମାେ ସହିତ ରହିଛ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ମାତ୍ର ତୁମ୍ଭେମାନେ ମୋହର ସମସ୍ତ ପରୀକ୍ଷାରେ ମୋʼ ସହିତ ରହିଆସିଅଛ;
Odia BSI (ପବିତ୍ର ବାଇବଲ (CL) NT (BSI))
“ମୋର ସମସ୍ତ କ୍ଲେଶ ସମୟରେ ତୁମ୍ଭେମାନେ ମୋ’ ସହିତ ରହିଛ;
Odia Bible ERV 2004 (ପବିତ୍ର ବାଇବଲ)
“ଅନେକ ବାଧାବିଘ୍ନ ଭିତର ଦେଇ ତୁମ୍ଭେମାନେ ମୋ’ ସହିତ ରହିଛ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ମାତ୍ର ତୁମ୍ଭେମାନେ ମୋହର ସମସ୍ତ ପରୀକ୍ଷାରେ ମୋʼ ସହିତ ରହି ଆସିଅଛ;
Odia IRV 2017 (ଓଡିଆ ବାଇବେଲ)
ମାତ୍ର ତୁମ୍ଭେମାନେ ମୋହର ସମସ୍ତ ପରୀକ୍ଷାରେ ମୋ' ସହିତ ରହି ଆସିଅଛ;
Odia NTS2024 2024 (ದೆವಾಚಿ ಖರಿ ಖಬರ್)
“ತುಮಿ ಮಾಜ್ಯಾ ಸಗ್ಳ್ಯಾ ತರಾಸಾತ್ನಿ ಮಾಜ್ಯಾ ವಾಂಗ್ಡಾಚ್ ಹಾಸಿ;