Luke 23:19 — Compare Translations
7 translations compared side by side
Odia - 1840
"ବାରବ୍ବା ନଗର ରେ ଦଙ୍ଗା ଆରମ୍ଭ କରିଥିବା ୟୋଗୁଁ ଓ କେତକେ ଲୋକଙ୍କୁ ହତ୍ଯା କରିଥିବା ଯୋଗୁଁ କାରାଗାର ରେ ବନ୍ଦୀ ହାଇେ ରହିଥିଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏହି ବାରବ୍ବା ନଗରରେ ଘଟିଥିବା କୌଣସି ବିପ୍ଳବ ଯୋଗୁଁ ଓ ନରହତ୍ୟା ହେତୁ କାରାଗାରରେ ପକାଯାଇଥିଲା ।
Odia BSI (ପବିତ୍ର ବାଇବଲ (CL) NT (BSI))
(ବିଦ୍ରୋହ ଓ ନରହତ୍ୟା ଅଭିଯୋଗରେ ବାରବ୍ବାକୁ ବନ୍ଦୀ କରାଯାଇଥିଲା।)
Odia Bible ERV 2004 (ପବିତ୍ର ବାଇବଲ)
ବାରବ୍ବା ନଗରରେ ଦଙ୍ଗା ଆରମ୍ଭ କରିଥିବା ଯୋଗୁଁ ଓ କେତେକ ଲୋକଙ୍କୁ ହତ୍ୟା କରିଥିବା ଯୋଗୁଁ କାରାଗାରରେ ବନ୍ଦୀ ହୋଇ ରହିଥିଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏହି ବାରବ୍ବା ନଗରରେ ଘଟିଥିବା କୌଣସି ବିପ୍ଳବ ଯୋଗୁଁ ଓ ନରହତ୍ୟା ହେତୁ କାରାଗାରରେ ପକାଯାଇଥିଲା।
Odia IRV 2017 (ଓଡିଆ ବାଇବେଲ)
ଏହି ବାରବ୍ବା ନଗରରେ ଘଟିଥିବା କୌଣସି ବିପ୍ଲବ ଯୋଗୁଁ ଓ ନରହତ୍ୟା ହେତୁ କାରାଗାରରେ ପକାଯାଇଥିଲା ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಶಾರಾತ್ ಎಕ್ ಡಂಗೊ ಉಟ್ವಲ್ಲ್ಯಾಸಾಟ್ನಿ, ಅನಿ ಲೊಕಾಕ್ನಿ ಜಿವಾನಿ ಮಾರಲ್ಲ್ಯಾ ಸಾಟ್ನಿ, ಬಾರಾಬ್ಬಾಸಾಕ್ ಬಂದಿಖಾನ್ಯಾತ್ ಥವಲ್ಲೆ ಹೊತ್ತೆ.