Luke 23:30 — Compare Translations

7 translations compared side by side

Odia - 1840
"ତା'ପରେ ଲୋକମାନେ ପର୍ବତକୁ କହିବେ, ଆମ୍ଭ ଉପରେ ଖସିପଡ ଲୋକେ ପାହାଡକୁ କହିବେ, 'ଆମ୍ଭକୁ ଘୋଡଇେ ଦିଅ।'"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେତେବେଳେ ଲୋକେ ପର୍ବତମାନଙ୍କୁ କହିବାକୁ ଲାଗିବେ, ଆମ୍ଭମାନଙ୍କ ଉପରେ ପଡ଼, ଆଉ ଉପପର୍ବତ-ମାନଙ୍କୁ କହିବାକୁ ଲାଗିବେ, ଆମ୍ଭମାନଙ୍କୁ ଘୋଡ଼ାଇ ପକାଅ ।
Odia BSI (ପବିତ୍ର ବାଇବଲ (CL) NT (BSI))
ସେହି ସମୟରେ ଲୋକମାନେ ପର୍ବତମାନଙ୍କୁ କହିବେ, ‘ଆମ ଉପରେ ମାଡ଼ି ପଡ଼। ପର୍ବତମାନଙ୍କୁ କହିବେ, ‘ଆମକୁ ଲୁଚାଅ।’
Odia Bible ERV 2004 (ପବିତ୍ର ବାଇବଲ)
ତା’ପରେ ଲୋକମାନେ ପର୍ବତକୁ କହିବେ, ଆମ୍ଭ ଉପରେ ଖସିପଡ଼୍, ଲୋକେ ପାହାଡ଼କୁ କହିବେ, ‘ଆମ୍ଭକୁ ଘୋଡ଼େଇ ଦିଅ।’
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେତେବେଳେ ‘ଲୋକେ ପର୍ବତମାନଙ୍କୁ କହିବାକୁ ଲାଗିବେ, ଆମ୍ଭମାନଙ୍କ ଉପରେ ପଡ଼,’ ‘ଆଉ ଉପପର୍ବତମାନଙ୍କୁ କହିବାକୁ ଲାଗିବେ, ଆମ୍ଭମାନଙ୍କୁ ଘୋଡ଼ାଇ ପକାଅ।’
Odia IRV 2017 (ଓଡିଆ ବାଇବେଲ)
ସେତେବେଳେ ଲୋକେ ପର୍ବତମାନଙ୍କୁ କହିବାକୁ ଲାଗିବେ, ଆମ୍ଭମାନଙ୍କ ଉପରେ ପଡ଼, ଆଉ ଉପପର୍ବତମାନଙ୍କୁ କହିବାକୁ ଲାଗିବେ, ଆମ୍ଭମାନଙ୍କୁ ଘୋଡ଼ାଇ ପକାଅ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತ್ಯಾ ದಿಸಾತ್ನಿ ಲೊಕಾ ಮೊಟ್ಯಾ-ಮೊಟ್ಯಾ ಮಡ್ಡಿಯಾಕ್ನಿ “ಅಮ್ಚೆ ವರ್‍ತಿ ಯೆವ್ನ್ ಪಡಾ, ಮನ್ತ್ಯಾತ್, ಅನಿ ಬಾರಿಕ್ಲ್ಯಾ ಮಡ್ಡಿಯಾಕ್ನಿ”, ಅಮ್ಕಾ ನಿಪ್ವುನ್ ಸೊಡಾ! ಮನ್ತ್ಯಾತ್.