Luke 23:31 — Compare Translations
7 translations compared side by side
Odia - 1840
"ବର୍ତ୍ତମାନ ସମୟରେ ଯେତବେେଳେ ଜୀବନ ଭଲ ରେ କଟୁଛି, ସେତବେେଳେ ଲୋକେ ଯଦି ଏଭଳି ବ୍ଯବହାର କରିବେ, ତବେେ ଯେତବେେଳେ ଖରାପ ସମୟ ଆସିବ, ସେତବେେଳେ ଅବସ୍ଥା କ'ଣ ହବେ?"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କାରଣ ଲୋକେ ଯଦି ସତେଜ ବୃକ୍ଷ ପ୍ରତି ଏହା କରନ୍ତି, ତେବେ ଶୁଷ୍କ ବୃକ୍ଷ ପ୍ରତି କଅଣ ନ ଘଟିବ?
Odia BSI (ପବିତ୍ର ବାଇବଲ (CL) NT (BSI))
କାରଣ ବୃକ୍ଷ ସତେଜ ଥିବା ସମୟରେ ଯଦି ଏହିପରି ଘଟଣାସବୁ ଘଟେ, ତାହା ଶୁଷ୍କ ହୋଇଗଲେ କ’ଣ ନ ହେବ?”
Odia Bible ERV 2004 (ପବିତ୍ର ବାଇବଲ)
ବର୍ତ୍ତମାନ ସମୟରେ ଯେତେବେଳେ ଜୀବନ ଭଲରେ କଟୁଛି, ସେତେବେଳେ ଲୋକେ ଯଦି ଏଭଳି ବ୍ୟବହାର କରିବେ, ତେବେ ଯେତେବେଳେ ଖରାପ ସମୟ ଆସିବ, ସେତେବେଳେ ଅବସ୍ଥା କ’ଣ ହେବ?”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କାରଣ ଲୋକେ ଯଦି ସତେଜ ବୃକ୍ଷ ପ୍ରତି ଏହା କରନ୍ତି, ତେବେ ଶୁଷ୍କ ବୃକ୍ଷ ପ୍ରତି କଅଣ ନ ଘଟିବ?”
Odia IRV 2017 (ଓଡିଆ ବାଇବେଲ)
କାରଣ ଲୋକେ ଯଦି ସତେଜ ବୃକ୍ଷ ପ୍ରତି ଏହା କରନ୍ତି, ତେବେ ଶୁଷ୍କ ବୃକ୍ଷ ପ୍ରତି କ'ଣ ନ ଘଟିବ?
Odia NTS2024 2024 (ದೆವಾಚಿ ಖರಿ ಖಬರ್)
“ಅಸ್ಲೆ ಸಗ್ಳೆ ಎಕ್ ಹಿರ್ವೆ ಹೊತ್ತ್ಯಾ ಝಾಡಾಕುಚ್ ಕರ್ಲ್ಯಾರ್, ವಾಳ್ಕ್ಯಾ ಝಾಡಾಚಿ ಗತ್ ಕಾಯ್?” ಮಟ್ಲ್ಯಾನ್.