Luke 23:45 — Compare Translations
7 translations compared side by side
Odia - 1840
"ସୂର୍ୟ୍ଯ ଦଖାଯାେଉ ନଥିଲେ। ମନ୍ଦିରର ପରଦା ଦୁଇଖଣ୍ଡ ହାଇେ ଚିରିଗଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି ମନ୍ଦିରର ବିଚ୍ଛେଦବସ୍ତ୍ର ମଝିରୁ ଚିରିଗଲା ।
Odia BSI (ପବିତ୍ର ବାଇବଲ (CL) NT (BSI))
ଏବଂ ମନ୍ଦିରରେ ଝୁଲୁଥିବା ବିଚ୍ଛେଦ ପରଦା ଚିରି ଦୁଇ ଖଣ୍ଡ ହୋଇଗଲା।
Odia Bible ERV 2004 (ପବିତ୍ର ବାଇବଲ)
ସୂର୍ଯ୍ୟ ଦେଖାଯାଉ ନ ଥିଲା। ମନ୍ଦିରର ପରଦା ଦୁଇଖଣ୍ଡ ହୋଇ ଚିରିଗଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ମନ୍ଦିରର ବିଚ୍ଛେଦବସ୍ତ୍ର ମଝିରୁ ଚିରିଗଲା।
Odia IRV 2017 (ଓଡିଆ ବାଇବେଲ)
ପୁଣି, ମନ୍ଦିରର ବିଚ୍ଛେଦବସ୍ତ୍ର ମଝିରୁ ଚିରିଗଲା ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅನಿ ದೆವಾಚ್ಯಾ ಗುಡಿಚೊ ಫಡ್ದೊ ಪಿಂಜುನ್ ದೊನ್ ಭಾಗ್ ಹೊಲೊ.