Luke 23:50 — Compare Translations

7 translations compared side by side

Odia - 1840
"ଯିହୂଦୀମାନଙ୍କର ହାରାମାଥୀଯା ନଗରର ଜଣେ ଲୋକ ସଠାେରେ ଥିଲେ। ତାହାଙ୍କ ନାମ ୟୋ ସଫେ। ସେ ଯିହୂଦୀ ମହାସଭାର ଜଣେ ସଦସ୍ଯ ଥିଲେ। ସେ ଜଣ ଉତ୍ତମ ଓ ଧାର୍ମିକ ଲୋକଥିଲେ। ସେ ପରମେଶ୍ବରଙ୍କ ରାଜ୍ଯକୁ ଅପେକ୍ଷା କରୁଥିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ ଦେଖ, ଯିହୁଦୀମାନଙ୍କର ହାରାମାଥୀୟା ନଗରର ଯୋଷେଫ ନାମକ ଜଣେ ବ୍ୟକ୍ତି ମହାସଭାର ସଭ୍ୟ ଥିଲେ; ସେ ଜଣେ ଉତ୍ତମ ଓ ଧାର୍ମିକ ଲୋକ,
Odia BSI (ପବିତ୍ର ବାଇବଲ (CL) NT (BSI))
ଯିହୂଦାର ଅରିମଥୀୟ ନାମକ ଗ୍ରାମର ଯୋସେଫ ବୋଲି ଜଣେ ଲୋକ ଥିଲେ। ସେ ଜଣେ ଧାର୍ମିକ ଓ ସମ୍ମାନାସ୍ପଦ ଲୋକ ଥିଲେ ଏବଂ ଈଶ୍ୱରଙ୍କ ରାଜ୍ୟର ଆଗମନକୁ ଅପେକ୍ଷା କରୁଥିଲେ। ମହାସଭାର ଜଣେ ସଭ୍ୟ ଥିଲେ ସୁଦ୍ଧା, ସେ ସେମାନଙ୍କର ନିଷ୍ପତ୍ତି ଓ କାର୍ଯ୍ୟ ସହିତ ଏକମତ ନ ଥିଲେ।
Odia Bible ERV 2004 (ପବିତ୍ର ବାଇବଲ)
ହାରାମାଥୀୟାର ଯୋଷେଫ ଯିହୂଦୀମାନଙ୍କର ହାରାମାଥୀୟା ନଗରର ଜଣେ ଲୋକ ସେଠାରେ ଥିଲେ। ତାହାଙ୍କ ନାମ ଯୋଷେଫ। ସେ ଯିହୂଦୀ ମହାସଭାର ଜଣେ ସଦସ୍ୟ ଥିଲେ। ସେ ଜଣ ଉତ୍ତମ ଓ ଧାର୍ମିକ ଲୋକଥିଲେ। ସେ ପରମେଶ୍ୱରଙ୍କ ରାଜ୍ୟକୁ ଅପେକ୍ଷା କରୁଥିଲେ। ଅନ୍ୟ ଯିହୂଦୀ ନେତାମାନେ ଯୀଶୁଙ୍କୁ ହତ୍ୟା କରିବାକୁ ସ୍ଥିର କଲାବେଳେ ସେ ସେଥିରେ ରାଜି ହୋଇ ନ ଥିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ ଦେଖ, ଯିହୂଦିୟା ପ୍ରଦେଶରେ ହାରାମାଥୀୟା ନଗରର ଯୋଷେଫ ନାମକ ଜଣେ ବ୍ୟକ୍ତି ଯିହୁଦୀମାନଙ୍କର ମହାସଭାର ସଭ୍ୟ ଥିଲେ; ସେ ଜଣେ ଉତ୍ତମ ଓ ଧାର୍ମିକ ଲୋକ,
Odia IRV 2017 (ଓଡିଆ ବାଇବେଲ)
ଆଉ ଦେଖ, ଯିହୂଦୀମାନଙ୍କର ହାରାମାଥୀୟା ନଗରର ଯୋଷେଫ ନାମକ ଜଣେ ବ୍ୟକ୍ତି ମହାସଭାର ସଭ୍ୟ ଥିଲେ; ସେ ଜଣେ ଉତ୍ତମ ଓ ଧାର୍ମିକ ଲୋକ,
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಜುದೆಯಾತ್ಲ್ಯಾ ಅರೆಮಾತಿಯಾ, ಮನ್ತಲ್ಯಾ ಗಾಂವಾತ್ಲೊ ಜುಜೆ ಮನ್ತಲೊ ಎಕ್ ಮಾನುಸ್ ಹೊತ್ತೊ. ತೊ ಎಕ್ ಬರೊ, ಅನಿ ಮರ್ಯಾದಿಚೊ ಮಾನುಸ್ ಹೊತ್ತೊ, ತೊ ದೆವಾಚೆ ರಾಜ್ ಯೆತಲಿ ವಾಟ್ ರಾಕುನ್ಗೆತ್ ಹೊತ್ತೊ. ಅನಿ ಜುದೆವಾಂಚ್ಯಾ ನ್ಯಾಯ್ ನಿರ್‍ನಯ್ ಕರ್‍ತಲ್ಯಾ ಬೈಟಕಿಚೊ ಮಾನುಸ್‌ಬಿ ಹೊತ್ತೊ. ತೆನಿ ಘೆಟಲ್ಲೊ ಹ್ಯೊ ನಿರ್‍ದಾರ್ ತೆಕಾ ಸಮಾ ದಿಸುಕ್ ನತ್ತೊ.