Luke 3:17 — Compare Translations

7 translations compared side by side

Odia - 1840
"ତାହାଙ୍କ ହାତ ରେ ଖଳା ସଫା କରିବାର କୁଲା ଅଛି। ସେଥି ରେ ସେ ଶସ୍ଯକୁ ଅଗାଡି ଠାରୁ ଅଲଗା କରି ଦବେେ। ସେ ଭଲ ଶସ୍ଯତକ ସଂଗ୍ରହ କରି ଅମାର ରେ ନଇେ ରଖିବେ। ତା'ପରେ ଅଗାଡି ଓ ଦରକାରୀ ଅନାବନା ଜିନିଷଗୁଡିକୁ ଚିରକାଳ ଜଳୁଥିବା ନିଆଁ ରେ ପୋଡି଼ ଦବେେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆପଣା ଖଳା ଉତ୍ତମ ରୂପେ ପରିଷ୍କାର କରିବା ନିମନ୍ତେ ଓ ନିଜ ଅମାରରେ ଗହମ ସଂଗ୍ରହ କରି ରଖିବା ନିମନ୍ତେ ତାହାଙ୍କ ହାତରେ କୁଲା ଅଛି, କିନ୍ତୁ ଅଗାଡ଼ିଯାକ ସେ ଅନିର୍ବାଣ ଅଗ୍ନିରେ ପୋଡ଼ିପକାଇବେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଶସ୍ୟ ସବୁକୁ ପାଛୁଡ଼ି ଗହମକୁ ତାଙ୍କ ଅମାରରେ ସଂଗ୍ରହ କରିବା ପାଇଁ ତାଙ୍କ ହାତରେ କୁଲା ଅଛି; କିନ୍ତୁ ସେ ଅଗାଡ଼ି ସବୁକୁ ଅଲିଭା ଅଗ୍ନିରେ ପୋଡ଼ି ପକାଇବେ।”
Odia Bible ERV 2004 (ପବିତ୍ର ବାଇବଲ)
ତାହାଙ୍କ ହାତରେ ଖଳା ସଫା କରିବାର କୁଲା ଅଛି। ସେଥିରେ ସେ ଶସ୍ୟକୁ ଅଗାଡ଼ିଠାରୁ ଅଲଗା କରିଦେବେ। ସେ ଭଲ ଶସ୍ୟତକ ସଂଗ୍ରହ କରି ଅମାରରେ ନେଇ ରଖିବେ। ତା’ପରେ ଅଗାଡ଼ି ଓ ଦରକାରୀ ଅନାବନା ଜିନିଷଗୁଡ଼ିକୁ ଚିରକାଳ ଜଳୁଥିବା ନିଆଁରେ ପୋଡ଼ି ଦେବେ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆପଣା ଖଳା ଉତ୍ତମ ରୂପେ ପରିଷ୍କାର କରିବା ନିମନ୍ତେ ଓ ନିଜ ଅମାରରେ ଗହମ ସଂଗ୍ରହ କରି ରଖିବା ନିମନ୍ତେ ତାହାଙ୍କ ହାତରେ କୁଲା ଅଛି, କିନ୍ତୁ ଅଗାଡ଼ିଯାକ ସେ ଅନନ୍ତ ଅଗ୍ନିରେ ପୋଡ଼ିପକାଇବେ।
Odia IRV 2017 (ଓଡିଆ ବାଇବେଲ)
ଆପଣା ଖଳା ଉତ୍ତମ ରୂପେ ପରିଷ୍କାର କରିବା ନିମନ୍ତେ ଓ ନିଜ ଅମାରରେ ଗହମ ସଂଗ୍ରହ କରି ରଖିବା ନିମନ୍ତେ ତାହାଙ୍କ ହାତରେ କୁଲା ଅଛି, କିନ୍ତୁ ଅଗାଡ଼ିଯାକ ସେ ଅନନ୍ତ ଅଗ୍ନିରେ ପୋଡ଼ିପକାଇବେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತೆನಿ ತೆಚೆ ಸುಪ್ಪ್ ಹಾತಿತ್ ಧರ್‍ಲ್ಯಾನಾಯ್, ತೊ ಅಪ್ಲೆ ಖಳ್ಯಾತ್ಲೆ ದಾನೆ ಫಾಪಡ್ತಾ, ಅನಿ ಘವ್ ಅಪ್ನಾಚ್ಯಾ ದಾನೆ ಥವ್ತಲ್ಯಾ ತಟ್ಟ್ಯಾತ್ ಭರುನ್ ಥವ್ತಾ, ಖರೆ, ಜೊಳ್ಳ್ ಕನ್ನಾಚ್ ಇಜಿನಸಲ್ಲ್ಯಾ ಆಗಿತ್ ಘಾಲುನ್ ಜಾಳ್ವುತಾ”, ಮನುನ್ ಸಾಂಗ್ಲ್ಯಾನ್.