Luke 3:24 — Compare Translations

7 translations compared side by side

Odia - 1840
"ଏଲୀ ମତ୍ଥାତଙ୍କର ପୁତ୍ର।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏଲୀ ମତ୍ଥାତଙ୍କ ପୁତ୍ର; ମତ୍ଥାତ ଲେବୀଙ୍କ ପୁତ୍ର, ଲେବୀ ମଲ୍ଖୀଙ୍କ ପୁତ୍ର, ମଲ୍ଖୀ ଯନ୍ନୟଙ୍କ ପୁତ୍ର, ଯନ୍ନୟ ଯୋଷେଫଙ୍କ ପୁତ୍ର,
Odia BSI (ପବିତ୍ର ବାଇବଲ (CL) NT (BSI))
ହେଲୀ ମାଥାଥଙ୍କ ପୁତ୍ର, ମାଥାଥ ଲେବିଙ୍କ ପୁତ୍ର, ଲେବି ମଲ୍ଖୀଙ୍କ ପୁତ୍ର, ମଲ୍ଖୀ ଯାନାଇଙ୍କ ପୁତ୍ର,
Odia Bible ERV 2004 (ପବିତ୍ର ବାଇବଲ)
ଏଲୀ ମ‌ତ୍‌ଥାତଙ୍କର ପୁତ୍ର। ମ‌ତ୍‌ଥାତ ଲେବୀଙ୍କ ପୁତ୍ର। ଲେବୀ ମ‌ଲ୍‌ଖୀଙ୍କ ପୁତ୍ର। ମ‌ଲ୍‌ଖୀ ଯନ୍ନୟଙ୍କର ପୁତ୍ର। ଯନ୍ନୟ ଯୋଷେଫଙ୍କର ପୁତ୍ର।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏଲୀ ମତ୍ଥାତଙ୍କ ପୁତ୍ର, ମତ୍ଥାତ ଲେବୀଙ୍କ ପୁତ୍ର, ଲେବୀ ମଲ୍‌ଖୀଙ୍କ ପୁତ୍ର, ମଲ୍‌ଖୀ ଯନ୍ନୟଙ୍କ ପୁତ୍ର, ଯନ୍ନୟ ଯୋଷେଫଙ୍କ ପୁତ୍ର,
Odia IRV 2017 (ଓଡିଆ ବାଇବେଲ)
ଏଲୀ ମତ୍ଥାତଙ୍କ ପୁତ୍ର, ମତ୍ଥାତ ଲେବୀଙ୍କ ପୁତ୍ର, ଲେବୀ ମଲ୍‌ଖୀଙ୍କ ପୁତ୍ର, ମଲ୍‌ଖୀ ଯନ୍ନୟଙ୍କ ପୁତ୍ର, ଯନ୍ନୟ ଯୋଷେଫଙ୍କ ପୁତ୍ର,
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಯೆಲಿ ಮತ್ತಾತಾಚೊ ಲೆಕ್, ಮತ್ತಾತ್ ಲೆವಿಚೊ ಲೆಕ್, ಲೆವಿ ಮೆಲ್ಕಿಚೊ ಲೆಕ್, ಮೆಲ್ಕಿ ಜನ್ನಾಯಾಚೊ ಲೆಕ್, ಜನ್ನಾಯ್ ಜುಜೆಚೊ ಲೆಕ್,