Luke 3:25 — Compare Translations
7 translations compared side by side
Odia - 1840
"ୟୋ ସଫେ ମତ୍ତିଥ୍ଯାଙ୍କର ପୁତ୍ର।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଯୋଷେଫ ମତ୍ତିଥ୍ୟାଙ୍କ ପୁତ୍ର, ମତ୍ତିଥ୍ୟା ଆମୋସଙ୍କ ପୁତ୍ର, ଆମୋସ ନାହୂମଙ୍କ ପୁତ୍ର, ନାହୂମ ହେସ୍ଳୀଙ୍କ ପୁତ୍ର, ହେସ୍ଳୀ ନଗୟଙ୍କ ପୁତ୍ର,
Odia BSI (ପବିତ୍ର ବାଇବଲ (CL) NT (BSI))
ଯାନାଇ ଯୋସେଫଙ୍କ ପୁତ୍ର, ଯୋସେଫ ମତ୍ଥିୟସ୍ଙ୍କ ପୁତ୍ର, ମତ୍ଥିୟସ୍ ଆମୋସଙ୍କ ପୁତ୍ର, ଆମୋସ ନାହୁମଙ୍କ ପୁତ୍ର, ନାହୁମ ଏସ୍ଲିଙ୍କ ପୁତ୍ର, ଏସ୍ଲି ନାଗାୟିଙ୍କ ପୁତ୍ର,
Odia Bible ERV 2004 (ପବିତ୍ର ବାଇବଲ)
ଯୋଷେଫ ମତ୍ତିଥ୍ୟାଙ୍କର ପୁତ୍ର। ମତ୍ତିଥ୍ୟା ଆମୋସଙ୍କର ପୁତ୍ର। ଆମୋସ ନାହୂମଙ୍କର ପୁତ୍ର। ନାହୂସ ହେସ୍ଳୀଙ୍କ ପୁତ୍ର। ହେସ୍ଳୀ ନଗୟଙ୍କର ପୁତ୍ର।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଯୋଷେଫ ମତ୍ତିଥ୍ୟାଙ୍କ ପୁତ୍ର, ମତ୍ତିଥ୍ୟା ଆମୋସଙ୍କ ପୁତ୍ର, ଆମୋସ ନାହୂମଙ୍କ ପୁତ୍ର, ନାହୂମ ହେସ୍ଲୀଙ୍କ ପୁତ୍ର, ହେସ୍ଲୀ ନଗୟଙ୍କ ପୁତ୍ର,
Odia IRV 2017 (ଓଡିଆ ବାଇବେଲ)
ଯୋଷେଫ ମତ୍ତିଥ୍ୟାଙ୍କ ପୁତ୍ର, ମତ୍ତିଥ୍ୟା ଆମୋସଙ୍କ ପୁତ୍ର, ଆମୋସ ନାହୂମଙ୍କ ପୁତ୍ର, ନାହୂମ ହେସ୍ଲୀଙ୍କ ପୁତ୍ର, ହେସ୍ଲୀ ନଗୟଙ୍କ ପୁତ୍ର,
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಜುಜೆ ಮತ್ತಥಿಯಾಚೊ ಲೆಕ್, ಮತ್ತಥಿಯಾ ಅಮೊಸಾಚೊ ಲೆಕ್, ಅಮೊಸ್ ನಾಹುಮಾಚೊ ಲೆಕ್, ನಾಹುಮ್ ಎಸ್ಲಿಚೊ ಲೆಕ್, ಎಸ್ಲಿ ನಗ್ಗಾಯಾಚೊ ಲೆಕ್.