Luke 3:26 — Compare Translations

7 translations compared side by side

Odia - 1840
"ନଗୟ ମହଥଙ୍କ ପୁତ୍ର।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ନଗୟ ମହଥଙ୍କ ପୁତ୍ର, ମହଥ ମତ୍ତିଥ୍ୟାଙ୍କ ପୁତ୍ର, ମତ୍ତିଥ୍ୟା ଶିମୟୀଙ୍କ ପୁତ୍ର, ଶିମୟୀ ଯୋସେଖଙ୍କ ପୁତ୍ର, ଯୋସେଖ ଯୋଦାଙ୍କ ପୁତ୍ର,
Odia BSI (ପବିତ୍ର ବାଇବଲ (CL) NT (BSI))
ନାଗାୟି ମାଥ୍‌ଙ୍କ ପୁତ୍ର, ମାଥ୍ ମତଥିୟସ୍‌ଙ୍କ ପୁତ୍ର, ମତଥିୟସ୍ ଶେମେୟିନଙ୍କ ପୁତ୍ର, ଶେମେୟନି ଯୋସେକ୍‌ଙ୍କ ପୁତ୍ର, ଯୋସେକ୍ ଯୋଦାଙ୍କ ପୁତ୍ର,
Odia Bible ERV 2004 (ପବିତ୍ର ବାଇବଲ)
ନଗୟ ମହଥଙ୍କ ପୁତ୍ର। ମହଥ ମତ୍ତିଥ୍ୟାଙ୍କର ପୁତ୍ର। ମତ୍ତିଥ୍ୟା ଶିମୟୀଙ୍କର ପୁତ୍ର। ଶିମୟୀ ଯୋସେଖଙ୍କର ପୁତ୍ର। ଯୋସେଖ ଯୋଦାଙ୍କର ପୁତ୍ର।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ନଗୟ ମହଥଙ୍କ ପୁତ୍ର, ମହଥ ମତ୍ତିଥ୍ୟାଙ୍କ ପୁତ୍ର, ମତ୍ତିଥ୍ୟା ଶିମୟୀଙ୍କ ପୁତ୍ର, ଶିମୟୀ ଯୋସେଖଙ୍କ ପୁତ୍ର, ଯୋସେଖ ଯୋଦାଙ୍କ ପୁତ୍ର,
Odia IRV 2017 (ଓଡିଆ ବାଇବେଲ)
ନଗୟ ମହଥଙ୍କ ପୁତ୍ର, ମହଥ ମତ୍ତିଥ୍ୟାଙ୍କ ପୁତ୍ର, ମତ୍ତିଥ୍ୟା ଶିମୟୀଙ୍କ ପୁତ୍ର, ଶିମୟୀ ଯୋସେଖଙ୍କ ପୁତ୍ର, ଯୋସେଖ ଯୋଦାଙ୍କ ପୁତ୍ର,
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ನಗ್ಗಾಯ್ ಮಾಥಾಚೊ ಲೆಕ್, ಮಾಥ್ ಮತ್ತಥಿಯಾಚೊ ಲೆಕ್, ಮತ್ತಥಿಯಾ ಸಿಮಿಯೊನಾಚೊ ಲೆಕ್, ಸಿಮಿಯೊನ್ ಜೊಸೆಖಾಚೊ ಲೆಕ್. ಜೊಸೆಖ್ ಜೊದಾಚೊ ಲೆಕ್,