Luke 3:29 — Compare Translations
7 translations compared side by side
Odia - 1840
"ଏର ଯୀଶୁଙ୍କ ପୁତ୍ର।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏର ଯିହୋଶୂୟଙ୍କ ପୁତ୍ର, ଯିହୋଶୂୟ ଏଲୀୟେଜରଙ୍କ ପୁତ୍ର, ଏଲୀୟେଜର ଯୋରୀମଙ୍କ ପୁତ୍ର, ଯୋରୀମ ମତ୍ଥାତଙ୍କ ପୁତ୍ର, ମତ୍ଥାତ ଲେବୀଙ୍କ ପୁତ୍ର,
Odia BSI (ପବିତ୍ର ବାଇବଲ (CL) NT (BSI))
ଯିହୋଶୂୟ ଏଲିୟେଜର୍ଙ୍କ ପୁତ୍ର, ଏଲିୟେଜର୍ ଯୋରିମ୍ଙ୍କ ପୁତ୍ର, ଯୋରିମ୍ ମାଥାଥ୍ଙ୍କ ପୁତ୍ର, ମାଥାଥ୍ ଲେଭିଙ୍କ ପୁତ୍ର, ଲେଭି ସିମିୟୋନଙ୍କ ପୁତ୍ର,
Odia Bible ERV 2004 (ପବିତ୍ର ବାଇବଲ)
ଏର ଯିହୋଶୂୟଙ୍କ ପୁତ୍ର। ଯିହୋଶୂୟ ଏଲିୟେଜରଙ୍କ ପୁତ୍ର। ଏଲିୟେଜର ଯୋରୀମଙ୍କ ପୁତ୍ର। ଯୋରୀମ ମତ୍ଥାତଙ୍କ ପୁତ୍ର। ମତ୍ଥାତ ଲେବୀଙ୍କ ପୁତ୍ର।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏର ଯିହୋଶୂୟଙ୍କ ପୁତ୍ର, ଯିହୋଶୂୟ ଏଲୀୟାଜରଙ୍କ ପୁତ୍ର, ଏଲୀୟାଜର ଯୋରୀମଙ୍କ ପୁତ୍ର, ଯୋରୀମ ମତ୍ଥାତଙ୍କ ପୁତ୍ର, ମତ୍ଥାତ ଲେବୀଙ୍କ ପୁତ୍ର,
Odia IRV 2017 (ଓଡିଆ ବାଇବେଲ)
ଏର ଯିହୋଶୂୟଙ୍କ ପୁତ୍ର, ଯିହୋଶୂୟ ଏଲୀୟେଜରଙ୍କ ପୁତ୍ର, ଏଲୀୟେଜର ଯୋରୀମଙ୍କ ପୁତ୍ର, ଯୋରୀମ ମତ୍ଥାତଙ୍କ ପୁତ୍ର, ମତ୍ଥାତ ଲେବୀଙ୍କ ପୁତ୍ର,
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಎರ್ ಜೊಶ್ವಾಚೊ ಲೆಕ್, ಜೊಶ್ವಾ ಎಲಿಯಾಜರಾಚೊ ಲೆಕ್, ಎಲಿಯಾಜರ್ ಜೊರಿಮಾಚೊ ಲೆಕ್, ಜೊರಿಮ್ ಮಥಾತಾಚೊ ಲೆಕ್, ಮಥಾತ್ ಲೆವಿಚೊ ಲೆಕ್,