Luke 3:32 — Compare Translations
7 translations compared side by side
Odia - 1840
"ଦାଉଦ ୟିଶୟଙ୍କ ପୁତ୍ର।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଦାଉଦ ଯିଶୟଙ୍କ ପୁତ୍ର, ଯିଶୟ ଓବେଦଙ୍କ ପୁତ୍ର, ଓବେଦ ବୋୟଜଙ୍କ ପୁତ୍ର, ବୋୟଜ ଶେଲହଙ୍କ ପୁତ୍ର, ଶେଲହ ନହଶୋନଙ୍କ ପୁତ୍ର,
Odia BSI (ପବିତ୍ର ବାଇବଲ (CL) NT (BSI))
ଦାଉଦ ଯିଶୟଙ୍କ ପୁତ୍ର, ଯିଶୟ ଓବେଦ୍ଙ୍କ ପୁତ୍ର, ଓବେଦ୍ ବୋୟଜଙ୍କ ପୁତ୍ର, ବୋୟଜ ସାଲ୍ମୋନଙ୍କ ପୁତ୍ର, ସାଲ୍ମୋନ୍ ନାଶୋନ୍ଙ୍କ ପୁତ୍ର,
Odia Bible ERV 2004 (ପବିତ୍ର ବାଇବଲ)
ଦାଉଦ ଯିଶୟଙ୍କ ପୁତ୍ର। ଯିଶୟ ଓବେଦଙ୍କ ପୁତ୍ର। ଓବେଦ ବୋୟଜଙ୍କ ପୁତ୍ର। ବୋୟଜ ଶେଲହଙ୍କ ପୁତ୍ର। ଶେଲହ ନହଶୋନଙ୍କ ପୁତ୍ର।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଦାଉଦ ଯିଶୀଙ୍କ ପୁତ୍ର, ଯିଶୀ ଓବେଦଙ୍କ ପୁତ୍ର, ଓବେଦ ବୋୟଜଙ୍କ ପୁତ୍ର, ବୋୟଜ ଶେଲହଙ୍କ ପୁତ୍ର, ଶେଲହ ନହଶୋନଙ୍କ ପୁତ୍ର,
Odia IRV 2017 (ଓଡିଆ ବାଇବେଲ)
ଦାଉଦ ଯିଶୀଙ୍କ ପୁତ୍ର, ଯିଶୀ ଓବେଦଙ୍କ ପୁତ୍ର, ଓବେଦ ବୋୟଜଙ୍କ ପୁତ୍ର, ବୋୟଜ ଶେଲହଙ୍କ ପୁତ୍ର, ଶେଲହ ନହଶୋନଙ୍କ ପୁତ୍ର,
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ದಾವಿದ್ ಜಸ್ಸೆಚೊ ಲೆಕ್, ಜಸ್ಸೆ ಒಬೆದಾಚೊ ಲೆಕ್, ಒಬೆದ್ ಬೊಆಜಾಚೊ ಲೆಕ್, ಬೊಅಜ್ ಸಲ್ಮೊನಾಚೊ ಲೆಕ್, ಸಲ್ಮೊನ್ ನಾಅಸೊನಾಚೊ ಲೆಕ್.