Luke 3:33 — Compare Translations

7 translations compared side by side

Odia - 1840
"ବହଶୋନ ଅମ୍ମୀନାଦାବଙ୍କ ପୁତ୍ର।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ନହଶୋନ ଅମ୍ମୀନାଦାବଙ୍କ ପୁତ୍ର, ଅମ୍ମୀନାଦାବ ଅଦ୍ମୀନଙ୍କ ପୁତ୍ର, ଅଦ୍ମୀନ ଅର୍ଣ୍ଣୀଙ୍କ ପୁତ୍ର, ଅର୍ଣ୍ଣୀ ହେସ୍ରୋଣଙ୍କ ପୁତ୍ର, ହେସ୍ରୋଣ ଫେରସଙ୍କ ପୁତ୍ର, ଫେରସ ଯିହୁଦାଙ୍କ ପୁତ୍ର,
Odia BSI (ପବିତ୍ର ବାଇବଲ (CL) NT (BSI))
ନାଶୋନ୍ ଅମ୍ମିନାଦବ୍‌ଙ୍କ ପୁତ୍ର, ଅମ୍ମିନାଦବ୍ ଆଦ୍ମିନ୍‌ଙ୍କ ପୁତ୍ର, ଆଦ୍ମିନ୍ ଆର୍ନିଙ୍କ ପୁତ୍ର, ଆର୍ନି ହେଜ୍ରୋନ୍‌ଙ୍କ ପୁତ୍ର, ହେଜ୍ରୋନ୍ ପେରେଜ୍‌ଙ୍କ ପୁତ୍ର, ପେରେଜ୍ ଯିହୂଦାଙ୍କ ପୁତ୍ର,
Odia Bible ERV 2004 (ପବିତ୍ର ବାଇବଲ)
ନହଶୋନ ଅମ୍ମୀନାଦାବଙ୍କ ପୁତ୍ର। ଅମ୍ମୀନାଦାବ ଅଦ୍ମୀନଙ୍କ ପୁତ୍ର। ଅଦ୍ମୀନ ଅର୍ଣ୍ଣୀଙ୍କ ପୁତ୍ର। ଅର୍ଣ୍ଣୀ ହେସ୍ରୋଣଙ୍କ ପୁତ୍ର। ହେସ୍ରୋଣ ଫେରସଙ୍କ ପୁତ୍ର। ଫେରସ ଯିହୂଦାଙ୍କ ପୁତ୍ର।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ନହଶୋନ ଅମ୍ମୀନାଦାବଙ୍କ ପୁତ୍ର, ଅମ୍ମୀନାଦାବ ଅଦ୍ମୀନଙ୍କ ପୁତ୍ର, ଅଦ୍ମୀନ ଅର୍ଣ୍ଣୀଙ୍କ ପୁତ୍ର, ଅର୍ଣ୍ଣୀ ହିଷ୍ରୋଣଙ୍କ ପୁତ୍ର, ହିଷ୍ରୋଣ ପେରସଙ୍କ ପୁତ୍ର, ପେରସ ଯିହୂଦାଙ୍କ ପୁତ୍ର,
Odia IRV 2017 (ଓଡିଆ ବାଇବେଲ)
ନହଶୋନ ଅମ୍ମୀନାଦାବଙ୍କ ପୁତ୍ର, ଅମ୍ମୀନାଦାବ ଅଦ୍ମୀନଙ୍କ ପୁତ୍ର, ଅଦ୍ମୀନ ଅର୍ଣ୍ଣୀଙ୍କ ପୁତ୍ର, ଅର୍ଣ୍ଣୀ ହେସ୍ରୋଣଙ୍କ ପୁତ୍ର, ହେସ୍ରୋଣ ଫେରସଙ୍କ ପୁତ୍ର, ଫେରସ ଯିହୂଦାଙ୍କ ପୁତ୍ର,
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ನಾಅಸೊನ್ ಅಮಿನಾದಾಬಾಚೊ ಲೆಕ್, ಅಮಿನಾದಾಬ್ ಆದ್ಮಿನಾಚೊ ಲೆಕ್, ಆದ್ಮಿನ್ ಆರ್‍ನಿಚೊ ಲೆಕ್, ಆರ್‍ನಿ ಹೆಸ್ರೊನಾಚೊ ಲೆಕ್, ಹೆಸ್ರೊನ್ ಫೆರೆಸಾಚೊ ಲೆಕ್, ಫೆರೆಜ್ ಜುದಾಚೊ ಲೆಕ್,