Luke 3:37 — Compare Translations
7 translations compared side by side
Odia - 1840
"ଲମେଖ ମଥୂଶଲହଙ୍କେ ପୁତ୍ର।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଲେମଖ ମିଥୂଶେଲହଙ୍କ ପୁତ୍ର, ମିଥୂଶେଲହ ହନୋକଙ୍କ ପୁତ୍ର, ହନୋକ ଯେରଦଙ୍କ ପୁତ୍ର, ଯେରଦ ମହଲଲେଲଙ୍କ ପୁତ୍ର, ମହଲଲେଲ କେନାନଙ୍କ ପୁତ୍ର ।
Odia BSI (ପବିତ୍ର ବାଇବଲ (CL) NT (BSI))
ଲାମେକ୍ ମେଥୁଶେଲାଙ୍କ ପୁତ୍ର, ମେଥୁଶେଲା ହନୋକଙ୍କ ପୁତ୍ର, ହନୋକ ଯାରେଦଙ୍କ ପୁତ୍ର, ଯାରେଦ ମହାଲାଲୀଲ୍ଙ୍କ ପୁତ୍ର, ମହାଲାଲୀଲ୍ କେନାନ୍ଙ୍କ ପୁତ୍ର,
Odia Bible ERV 2004 (ପବିତ୍ର ବାଇବଲ)
ଲେମଖ ମଥୂଶେଲହଙ୍କ ପୁତ୍ର। ମଥୂଶେଲହ ହନୋକଙ୍କ ପୁତ୍ର। ହନୋକ ଯେରଦଙ୍କ ପୁତ୍ର। ଯେରଦ ମହଲଲେଲଙ୍କ ପୁତ୍ର। ମହଲଲେଲ କେନାନଙ୍କ ପୁତ୍ର।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଲେମଖ ମଥୂଶେଲହଙ୍କ ପୁତ୍ର, ମଥୂଶେଲହ ହନୋକଙ୍କ ପୁତ୍ର, ହନୋକ ଯେରଦଙ୍କ ପୁତ୍ର, ଯେରଦ ମହଲଲେଲଙ୍କ ପୁତ୍ର, ମହଲଲେଲ କେନାନଙ୍କ ପୁତ୍ର,
Odia IRV 2017 (ଓଡିଆ ବାଇବେଲ)
ଲେମଖ ମଥୂଶେଲହଙ୍କ ପୁତ୍ର, ମଥୂଶେଲହ ହନୋକଙ୍କ ପୁତ୍ର, ହନୋକ ଯେରଦଙ୍କ ପୁତ୍ର, ଯେରଦ ମହଲଲେଲଙ୍କ ପୁତ୍ର, ମହଲଲେଲ କେନାନଙ୍କ ପୁତ୍ର,
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಲಾಮೆಖ್ ಮಥುಸೆಲಾಚೊ ಲೆಕ್, ಮೆಥುಸೆಲಾ ಎನೊಕಾಚೊ ಲೆಕ್, ಎನೊಕ್ ಜಾರೆದಾಚೊ ಲೆಕ್, ಜಾರೆದ್ ಮಹಾಲಾಲಿಲಾಚೊ ಲೆಕ್, ಮಹಾಲಾಲಿಲ್ ಕಾನಾನಾಚೊ ಲೆಕ್,