Luke 3:38 — Compare Translations

7 translations compared side by side

Odia - 1840
"କନୋନ ଏନୋଶଙ୍କୁ ପୁତ୍ର।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କେନାନ ଏନୋଶଙ୍କ ପୁତ୍ର, ଏନୋଶ ଶେଥଙ୍କ ପୁତ୍ର, ଶେଥ ଆଦମଙ୍କ ପୁତ୍ର, ଆଦମ ଈଶ୍ଵରଙ୍କ ପୁତ୍ର ।
Odia BSI (ପବିତ୍ର ବାଇବଲ (CL) NT (BSI))
କେନାନ୍ ଏନୋଶଙ୍କ ପୁତ୍ର, ଏନୋଶ ଶେଥ୍‌ଙ୍କ ପୁତ୍ର, ଶେଥ୍ ଆଦମଙ୍କ ପୁତ୍ର, ଆଦମ ଈଶ୍ୱରଙ୍କ ପୁତ୍ର।
Odia Bible ERV 2004 (ପବିତ୍ର ବାଇବଲ)
କେନାନ ଏନୋଶଙ୍କ ପୁତ୍ର। ଏନୋଶ ଶେଥଙ୍କ ପୁତ୍ର। ଶେଥ ଆଦମଙ୍କ ପୁତ୍ର। ଆଦମ ପରମେଶ୍ୱରଙ୍କ ପୁତ୍ର।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କେନାନ ଏନୋଶଙ୍କ ପୁତ୍ର, ଏନୋଶ ଶେଥଙ୍କ ପୁତ୍ର, ଶେଥ ଆଦମଙ୍କ ପୁତ୍ର, ଆଦମ ଈଶ୍ବରଙ୍କ ପୁତ୍ର।
Odia IRV 2017 (ଓଡିଆ ବାଇବେଲ)
କେନାନ ଏନୋଶଙ୍କ ପୁତ୍ର, ଏନୋଶ ଶେଥଙ୍କ ପୁତ୍ର, ଶେଥ ଆଦମଙ୍କ ପୁତ୍ର, ଆଦମ ଈଶ୍ୱରଙ୍କ ପୁତ୍ର ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಕಾನಾನ್ ಎನೊಶಾಚೊ ಲೆಕ್, ಎನೊಶ್ ಶೆತಾಚೊ ಲೆಕ್, ಶೆತ್ ಆದಾಮಾಚೊ ಲೆಕ್, ಆದಾಮ್ ದೆವಾಚೊ ಲೆಕ್.