Luke 3:4 — Compare Translations

7 translations compared side by side

Odia - 1840
"ଏହା ଭବିଷ୍ଯଦ୍ବକ୍ତା ଯାଶାୟଙ୍କ ବାକ୍ଯ ସମ୍ବଳିତ ପୁସ୍ତକରେ ଲଖାେଥିବା କଥା ଥିଲା। ସେଥି ରେ ଲଖାେଥିଲା:"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଯେପରି ଯିଶାଇୟ ଭାବବାଦୀଙ୍କ ଶାସ୍ତ୍ରରେ ଲିଖିତ ଅଛି, ପ୍ରାନ୍ତରରେ ଉଚ୍ଚ ଶଦ୍ଦ କରୁଥିବା ଜଣକର ସ୍ଵର, ପ୍ରଭୁଙ୍କ ପଥ ପ୍ରସ୍ତୁତ କର, ତାହାଙ୍କ ରାଜଦଣ୍ତ ସଳଖ କର;
Odia BSI (ପବିତ୍ର ବାଇବଲ (CL) NT (BSI))
ଭାବବାଦୀ ଯିଶାଇୟଙ୍କ ପୁସ୍ତକରେ ଉଲ୍ଲେଖ ଅଛି: “କେହି ଜଣେ ମରୁଭୂମିରେ ଚିକ୍ରାର କରି କହୁଛନ୍ତି, ‘ପ୍ରଭୁଙ୍କ ନିମନ୍ତେ ପଥ ପ୍ରସ୍ତୁତ କର; ତାଙ୍କର ଯାତ୍ରା ନିମନ୍ତେ ଏକ ସଳଖ ପଥ ନିର୍ମାଣ କର!
Odia Bible ERV 2004 (ପବିତ୍ର ବାଇବଲ)
ଏହା ଭବିଷ୍ୟ‌ଦ୍‌ବକ୍ତା ଯିଶାଇୟଙ୍କ ବାକ୍ୟ ସମ୍ବଳିତ ପୁସ୍ତକରେ ଲେଖାଥିବା କଥା ଥିଲା। ସେଥିରେ ଲେଖାଥିଲା: “ମରୁଭୂମିରେ ଜଣେ ଲୋକ ପାଟି କରି କହୁଛି: ‘ପ୍ରଭୁଙ୍କ ମାର୍ଗ ପ୍ରସ୍ତୁତ କର। ତାହାଙ୍କ ବାଟ ସଳଖ କର।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଯେପରି ଯିଶାଇୟ ଭାବବାଦୀଙ୍କ ଶାସ୍ତ୍ରରେ ଲିଖିତ ଅଛି, ପ୍ରାନ୍ତରରେ ଉଚ୍ଚ ଶବ୍ଦ କରୁଥିବା ଜଣକର ସ୍ୱର, ପ୍ରଭୁଙ୍କ ପଥ ପ୍ରସ୍ତୁତ କର, ତାହାଙ୍କ ରାଜପଥ ସଳଖ କର;
Odia IRV 2017 (ଓଡିଆ ବାଇବେଲ)
ଯେପରି ଯିଶାୟ ଭାବବାଦୀଙ୍କ ଶାସ୍ତ୍ରରେ ଲିଖିତ ଅଛି, ପ୍ରାନ୍ତରରେ ଉଚ୍ଚ ଶବ୍ଦ କରୁଥିବା ଜଣକର ସ୍ୱର, ପ୍ରଭୁଙ୍କ ପଥ ପ୍ରସ୍ତୁତ କର, ତାହାଙ୍କ ରାଜପଥ ସଳଖ କର;
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಇಸಾಯಿಯಾ ಪ್ರವಾದ್ಯಾಚ್ಯಾ ಪುಸ್ತಕಾತ್: “ಡಂಗ್ಳಿತ್ ಎಕ್ಲೊ ಬೊಬ್ ಮಾರ್‍ತಾ, ಧನಿಯಾಸಾಟ್ನಿ ವಾಟ್ ತಯಾರ್ ಕರುನ್ ಥವಾ” “ತೆಕಾ ಯೆವ್ಕ್ ಎಕ್ ನಿಟ್ ವಾಟ್ ತಯಾರ್ ಕರಾ”