Luke 3:5 — Compare Translations
7 translations compared side by side
Odia - 1840
"ପ୍ରେତ୍ୟକକ ଉପତ୍ୟକା ପୁର୍ଣ୍ଣ କରି ଦିଆୟିବ। ପ୍ରେତ୍ୟକକ ପର୍ବତ ଓ ପାହାଡ ସମତଳ ହାଇଯେିବ। ବଙ୍କା ରାସ୍ତା ସବୁ ସିଧା କରି ଦିଆୟିବ ଓ ଖାଲଢିପ ରାସ୍ତା ସବୁ ସମତଳ କରି ଦିଆୟିବ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପ୍ରତ୍ୟେକ ଉପତ୍ୟକା ପୂର୍ଣ୍ଣ କରାଯିବ, ପୁଣି ପ୍ରତ୍ୟେକ ପର୍ବତ ଓ ଉପପର୍ବତ ନୀଚ କରାଯିବ, ବକ୍ର ପଥସବୁ ସଳଖ ହେବ, ଆଉ ଉଚ୍ଚ ନୀଚ ଭୂମି ସମତଳ ପଥରେ ପରିଣତ ହେବନ୍ତ
Odia BSI (ପବିତ୍ର ବାଇବଲ (CL) NT (BSI))
ପ୍ରତ୍ୟେକ ଉପତ୍ୟକାକୁ ପୂର୍ଣ୍ଣ କରାଯାଉ, ପାହାଡ଼ ଓ ପର୍ବତଗୁଡ଼ିକୁ ସମତଳ କରାଯାଉଏ ବକ୍ର ମାର୍ଗ ସବୁ ସଳଖ କରାଯାଉ ଓ କଙ୍କରିତ ପଥ ସବୁକୁ ମସୃତ କରାଯାଉ।
Odia Bible ERV 2004 (ପବିତ୍ର ବାଇବଲ)
ପ୍ରତ୍ୟେକ ଉପତ୍ୟକା ପୂର୍ଣ୍ଣ କରି ଦିଆଯିବ। ପ୍ରତ୍ୟେକ ପର୍ବତ ଓ ପାହାଡ଼ ସମତଳ ହୋଇଯିବ। ବଙ୍କା ରାସ୍ତା ସବୁ ସିଧା କରି ଦିଆଯିବ ଓ ଖାଲଢ଼ିପ ରାସ୍ତା ସବୁ ସମତଳ କରି ଦିଆଯିବ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପ୍ରତ୍ୟେକ ଉପତ୍ୟକା ପୂର୍ଣ୍ଣ କରାଯିବ, ପୁଣି, ପ୍ରତ୍ୟେକ ପର୍ବତ ଓ ଉପପର୍ବତ ନୀଚ କରାଯିବ, ବକ୍ର ପଥସବୁ ସିଧା ହେବ, ଆଉ ଉଚ୍ଚ ନୀଚ ଭୂମି ସମତଳ ପଥରେ ପରିଣତ ହେବ;
Odia IRV 2017 (ଓଡିଆ ବାଇବେଲ)
ପ୍ରତ୍ୟେକ ଉପତ୍ୟକା ପୂର୍ଣ୍ଣ କରାଯିବ, ପୁଣି, ପ୍ରତ୍ୟେକ ପର୍ବତ ଓ ଉପପର୍ବତ ନୀଚ କରାଯିବ, ବକ୍ର ପଥସବୁ ସିଧା ହେବ, ଆଉ ଉଚ୍ଚ ନୀଚ ଭୂମି ସମତଳ ପଥରେ ପରିଣତ ହେବ;
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಸಗ್ಳೆ ಖಡ್ಡೆ ಭರುಕ್ ಪಾಜೆ, ಸಗ್ಳ್ಯಾ ಮೊಟ್ಯಾ ಬಾರಿಕ್ ಮಡ್ಡಿಯಾ ಸಪಾಟ್ ಹೊಂವ್ದಿ: ವಾಕ್ಡಿತಿಕ್ಡಿ ಹೊತ್ತಿ ವಾಟ್ ನಿಟ್ ಹೊತಾ. ಅನಿ ಖರ್ಬಾಡಿ ವಾಟ್ ಶಾಪೊಳ್ ಹೊತಾ;