Luke 4:11 — Compare Translations
7 translations compared side by side
Odia - 1840
"ଏହା ମଧ୍ଯ ଲଖାେଅଛି:"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ ଲେଖା ଅଛି, କାଳେ ତୁମ୍ଭ ପାଦ ପଥରରେ ବାଜିବ, ଏଥିପାଇଁ ସେମାନେ ତୁମ୍ଭକୁ ହସ୍ତରେ ତୋଳି ଧରିବେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଆହୁରି ମଧ୍ୟ ଉଲ୍ଲେଖ ଅଛି, ‘ତୁମର ପାଦ ଯେପରି ପଥରରେ ଆଘାତ ନ ପାଏ, ସେଥିପାଇଁ ସେମାନେ ତୁମକୁ ସେମାନଙ୍କ ହାତରେ ତୋଳି ଧରିବେ’।”
Odia Bible ERV 2004 (ପବିତ୍ର ବାଇବଲ)
ଏହା ମଧ୍ୟ ଲେଖାଅଛି: ‘ସେମାନେ ତାହାଙ୍କ ହାତରେ ତୁମ୍ଭକୁ ଉଠେଇ ନେବେ, ଯାହା ଫଳରେ କୌଣସି ପଥରରେ ତୁମ୍ଭ ପାଦ ଲାଗିବ ନାହିଁ।’”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ ଲେଖାଅଛି, କାଳେ ତୁମ୍ଭ ପାଦ ପଥରରେ ବାଜିବ, ଏଥିପାଇଁ ସେମାନେ ତୁମ୍ଭକୁ ହସ୍ତରେ ତୋଳି ଧରିବେ।’”
Odia IRV 2017 (ଓଡିଆ ବାଇବେଲ)
ଆଉ ଲେଖା ଅଛି, କାଳେ ତୁମ୍ଭ ପାଦ ପଥରରେ ବାଜିବ, ଏଥିପାଇଁ ସେମାନେ ତୁମ୍ଭକୁ ହସ୍ତରେ ତୋଳି ଧରିବେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತವ್ಡೆಚ್ ನ್ಹಯ್ “ತೆನಿ ತುಕಾ ತುಜೆ ಪಾಯ್ ಜಮ್ನಿಕ್ ಅದ್ಳುಕ್ ದಿ ನಸ್ತಾನಾ ಉಕ್ಲುನ್ ಧರ್ತ್ಯಾತ್” ಮನುನ್ ಖಾಯ್ದ್ಯಾಂಚ್ಯಾ ಪುಸ್ತಕಾತ್ ಲಿವಲ್ಲೆ ಹಾಯ್ ಮಟ್ಲ್ಯಾನ್.