Luke 4:42 — Compare Translations

7 translations compared side by side

Odia - 1840
"ଯୀଶୁ ଏକାକୀ ରହିବା ଉଦ୍ଦେଶ୍ଯ ରେ ତା'ପର ଦିନ ସକାଳେ ସେ ସ୍ଥାନ ଛାଡି ଅନ୍ୟତ୍ର ଚାଲିଗଲେ। କିନ୍ତୁ ଲୋକମାନେ ତାହାଙ୍କୁ ଖାଜେିଲେ। ଖାଜେି ଖାଜେି େଶଷରେ ସମାନେେ ଯୀଶୁ ଯେଉଁଠା ରେ ଥିଲେ, ସଠାେରେ ପହଞ୍ଚିଗଲେ। ଯୀଶୁ ସମାନଙ୍କେୁ ଛାଡି କରି କୁଆଡେ ନଯା'ନ୍ତୁ ବୋଲି ସମାନେେ ଚାହୁଁଥିଲେ। ତେଣୁ ସମାନେେ ଯାଶୁଙ୍କୁ ଅଟକଇବୋକୁ ଚେଷ୍ଟାକଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପ୍ରଭାତ ହୁଅନ୍ତେ, ସେ ବାହାରି ଗୋଟିଏ ନିର୍ଜ୍ଜନ ସ୍ଥାନକୁ ଗଲେ; ଆଉ, ଲୋକସମୂହ ତାହାଙ୍କର ଅନ୍ଵେଷଣ କରି କରି ତାହାଙ୍କ ନିକଟକୁ ଆସିଲେ, ପୁଣି ସେ ଯେପରି ସେମାନଙ୍କ ପାଖରୁ ଚାଲି ନ ଯାଆନ୍ତି, ସେଥିନିମନ୍ତେ ତାହାଙ୍କୁ ଅଟକାଇବା ପାଇଁ ଚେଷ୍ଟା କଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ପରଦିନ ପ୍ରତ୍ୟୁଷରେ, ଯୀଶୁ ସହର ଛାଡ଼ି ଏକ ନିର୍ଜ୍ଜନ ସ୍ଥାନକୁ ଗଲେ। ଲୋକମାନେ ତାଙ୍କୁ ଖୋଜିବାକୁ ଲାଗିଲେ ଓ ତାଙ୍କ ଦେଖା ପାଇ ତାଙ୍କୁ ସେଠାରେ ଅଟକାଇ ରଖିବା ପାଇଁ ଚେଷ୍ଟା କଲେ।
Odia Bible ERV 2004 (ପବିତ୍ର ବାଇବଲ)
ଅନ୍ୟ ନଗରଗୁଡ଼ିକୁ ଯୀଶୁଙ୍କ ଯାତ୍ରା ଯୀଶୁ ଏକାକୀ ରହିବା ଉଦ୍ଦେଶ୍ୟରେ ତା’ ପରଦିନ ସକାଳେ ସେ ସ୍ଥାନ ଛାଡ଼ି ଅନ୍ୟତ୍ର ଗ୍ଭଲିଗଲେ। କିନ୍ତୁ ଲୋକମାନେ ତାହାଙ୍କୁ ଖୋଜିଲେ। ଖୋଜି ଖୋଜି ଶେଷରେ ସେମାନେ ଯୀଶୁ ଯେଉଁଠାରେ ଥିଲେ, ସେଠାରେ ପହଞ୍ଚିଗଲେ। ଯୀଶୁ ସେମାନଙ୍କୁ ଛାଡ଼ି କରି କୁଆଡ଼େ ନ ଯା’ନ୍ତୁ ବୋଲି ସେମାନେ ଗ୍ଭହୁଁଥିଲେ। ତେଣୁ ସେମାନେ ଯାଶୁଙ୍କୁ ଅଟକେଇବାକୁ ଚେଷ୍ଟା କଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସକାଳ ହେବାରୁ, ସେ ବାହାରି ଏକ ନିର୍ଜନ ସ୍ଥାନକୁ ଗଲେ; ଆଉ, ଲୋକସମୂହ ତାହାଙ୍କୁ ଖୋଜି ଖୋଜି ତାହାଙ୍କ ନିକଟକୁ ଆସିଲେ, ପୁଣି, ସେ ଯେପରି ସେମାନଙ୍କ ପାଖରୁ ଚାଲି ନ ଯାଆନ୍ତି, ସେଥିନିମନ୍ତେ ତାହାଙ୍କୁ ଅଟକାଇବା ପାଇଁ ଚେଷ୍ଟା କଲେ।
Odia IRV 2017 (ଓଡିଆ ବାଇବେଲ)
ସକାଳ ହେବାରୁ, ସେ ବାହାରି ଏକ ନିର୍ଜନ ସ୍ଥାନକୁ ଗଲେ; ଆଉ, ଲୋକସମୂହ ତାହାଙ୍କୁ ଖୋଜି ଖୋଜି ତାହାଙ୍କ ନିକଟକୁ ଆସିଲେ, ପୁଣି, ସେ ଯେପରି ସେମାନଙ୍କ ପାଖରୁ ଚାଲି ନ ଯାଆନ୍ତି, ସେଥିନିମନ୍ତେ ତାହାଙ୍କୁ ଅଟକାଇବା ପାଇଁ ଚେଷ୍ଟା କଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಸಕ್ಕಾಳ್ಚೆ, ಜೆಜು ಗಾಂವ್ ಸೊಡುನ್ ಎಕ್ ಕೊನ್-ಬಿ ನಸಲ್ಲ್ಯಾ ಜಾಗ್ಯಾರ್ ಗೆಲೊ. ತನ್ನಾ ಲೊಕಾ ತೆಕಾ ಹುಡ್ಕುಕ್‍ ಲಾಗಲ್ಲಿ, ಅನಿ ತೊ ತೆಂಕಾ ಗಾವಲ್ಲ್ಯಾ ತನ್ನಾ, ತೆನಿ ತೆಕಾ ಅಪ್ನಾಕ್ ಸೊಡುನ್ ಜಾವ್ಕ್ ದಿವ್ಕನ್ಯಾತ್.