Luke 5:15 — Compare Translations

7 translations compared side by side

Odia - 1840
"କିନ୍ତୁ ଯୀଶୁଙ୍କ ବିଷୟ ରେ ଖବର ଆହୁରି ଅଧିକରୁ ଅଧିକ ବ୍ଯାପିଗଲା। ଅନକେ ଲୋକ ଉପଦେଶ ଶୁଣିବାକୁ ଓ ରୋଗରୁ ସୁସ୍ଥ ହବୋକୁ ତାହାଙ୍କ ପାଖକୁ ଆସୁଥିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କିନ୍ତୁ ତାହାଙ୍କ ବିଷୟକ କଥା ଆହୁରି ଅଧିକ ବ୍ୟାପିଗଲା, ଆଉ ବହୁସଂଖ୍ୟକ ଲୋକ ଶୁଣିବା ନିମନ୍ତେ ଓ ଆପଣା ଆପଣା ରୋଗରୁ ସୁସ୍ଥ ହେବା ନିମନ୍ତେ ଏକତ୍ର ହେବାକୁ ଲାଗିଲେ;
Odia BSI (ପବିତ୍ର ବାଇବଲ (CL) NT (BSI))
କିନ୍ତୁ ଯୀଶୁଙ୍କ କାର୍ଯ୍ୟକଳାପର ସମ୍ବାଦ ଆହୁରି ବ୍ୟାପିଗଲା ଏବଂ ବହୁସଂଖ୍ୟକ ଲୋକ ତାଙ୍କ କଥା ଶୁଣିବା ପାଇଁ ଓ ରୋଗ ମୁକ୍ତ ହେବା ପାଇଁ ତାଙ୍କ ନିକଟକୁ ଆସିଲେ।
Odia Bible ERV 2004 (ପବିତ୍ର ବାଇବଲ)
କିନ୍ତୁ ଯୀଶୁଙ୍କ ବିଷୟରେ ଖବର ଆହୁରି ଅଧିକରୁ ଅଧିକ ବ୍ୟାପିଗଲା। ଅନେକ ଲୋକ ଉପଦେଶ ଶୁଣିବାକୁ ଓ ରୋଗରୁ ସୁସ୍ଥ ହେବାକୁ ତାହାଙ୍କ ପାଖକୁ ଆସୁଥିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କିନ୍ତୁ ତାହାଙ୍କ ବିଷୟକ କଥା ଆହୁରି ଅଧିକ ବ୍ୟାପିଗଲା, ଆଉ ବହୁସଂଖ୍ୟକ ଲୋକ ଶୁଣିବା ନିମନ୍ତେ ଓ ନିଜ ନିଜ ରୋଗରୁ ସୁସ୍ଥ ହେବା ନିମନ୍ତେ ଏକତ୍ର ହେବାକୁ ଲାଗିଲେ;
Odia IRV 2017 (ଓଡିଆ ବାଇବେଲ)
କିନ୍ତୁ ତାହାଙ୍କ ବିଷୟକ କଥା ଆହୁରି ଅଧିକ ବ୍ୟାପିଗଲା, ଆଉ ବହୁସଂଖ୍ୟକ ଲୋକ ଶୁଣିବା ନିମନ୍ତେ ଓ ନିଜ ନିଜ ରୋଗରୁ ସୁସ୍ଥ ହେବା ନିମନ୍ତେ ଏକତ୍ର ହେବାକୁ ଲାଗିଲେ;
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಖರೆ, ಧುರ್ ಪತರ್ ಜೆಜುಚಿ ಖಬರ್ ಫರ್ಗಟ್ಲಿ, ಅನಿ ಲೊಕಾ ತಾಂಡ್ಯಾ-ತಾಂಡ್ಯಾನಿ ತೆಚಿ ಗೊಸ್ಟಿಯಾ ಆಯ್ಕುಕ್, ಅನಿ ಅಪ್ನಾಚಿ ದುಕ್ನಿ ಆರಾಮ್ ಕರುನ್ ಘೆವ್ಕ್, ತೆಚೆಕ್ಡೆ ಯೆಲಿ.